୨୦୨୨-୨୩ ରେଲବାଇ ବଜେଟରେ ମୟୂରଭଞ୍ଜବାସୀ ନିରାଶ, ଏମିତି ଅଭିଯୋଗ ଆଣିଲା ବିଜେଡି

ବାରିପଦା(କେନ୍ଯୁଜ୍): ୨୦୨୨-୨୩ ରେଲବାଇ ବଜେଟରେ ମୟୂରଭଞ୍ଜବାସୀ ନିରାଶ। ବାମନଘାଟି ଉପଖଣ୍ଡରେ ଥିବା ଲୌହଖଣିରୁ ରେଳବାଇ ଭଲ ରାଜସ୍ୱ ପାଉଥିଲେ ମଧ୍ୟ କେନ୍ଦ୍ର ସରକାର ମୟୂରଭଞ୍ଜରେ ରେଳ କ୍ଷେତ୍ର ପ୍ରତି ଅଣଦେଖା କରିଥିବା ଅଭିଯୋଗ ଆଣିଛି ବିଜେଡି।
ରେଳ ବଜେଟରେ ମୟୁରଭଞ୍ଜକୁ ଅବହେଳା ଅଭିଯୋଗରେ ଯୁବ ବିଜେଡି ପକ୍ଷରୁ ରାଇରଙ୍ଗପୁର ରେଳ ଷ୍ଟେସନରେ ପ୍ରତିବାଦ କରାଯାଇଥିଲା। ଦାବି ପୂରଣ ନ ହେଲେ ରାଜରାସ୍ତାକୁ ଓହ୍ଲାଇଇବା ନେଇ ଚେତାବନୀ ଦେଇଛି ବିଜେଡି।