Below header

ଡିଜିଙ୍କ କ୍ୟାମ୍ପ ଅଫିସରେ ଗୁରୁତ୍ୱପୂର୍ଣ୍ଣ ବୈଠକ,ବିଜେପି ଆନ୍ଦୋଳନ ଓ ନବ ଦାସ ହତ୍ୟା ତଦନ୍ତ ନେଇ ଚାଲିଛି ଆଲୋଚନା

ଡିଜିଙ୍କ କ୍ୟାମ୍ପ ଅଫିସରେ ହୋଇଛି ଗୁରୁତ୍ବପୂର୍ଣ୍ଣ ବୈଠକ । ବୈଠକରେ ଆଇନଶୃଙ୍ଖଳା ADG ଆର.କେ ଶର୍ମା, ଗୁଇନ୍ଦାବିଭାଗ ନିର୍ଦ୍ଦେଶକ ସଂଜୀବ ପଣ୍ଡା ଓ କ୍ରାଇମବ୍ରାଞ୍ଚ ADG ଅରୁଣ ବୋଥ୍ରା ମଧ୍ୟ ଉପସ୍ଥିତ ରହିଛନ୍ତି ।

ଭୁବନେଶ୍ବର(କେନ୍ୟୁଜ) : ଡିଜିଙ୍କ କ୍ୟାମ୍ପ ଅଫିସରେ ହୋଇଛି ଗୁରୁତ୍ବପୂର୍ଣ୍ଣ ବୈଠକ । ବୈଠକରେ ଆଇନଶୃଙ୍ଖଳା ADG ଆର.କେ ଶର୍ମା, ଗୁଇନ୍ଦାବିଭାଗ ନିର୍ଦ୍ଦେଶକ ସଂଜୀବ ପଣ୍ଡା ଓ କ୍ରାଇମବ୍ରାଞ୍ଚ ADG ଅରୁଣ ବୋଥ୍ରା ମଧ୍ୟ ଉପସ୍ଥିତ ରହିଛନ୍ତି । ଗତକାଲି ବିଜେପି ଆନ୍ଦୋଳନ ଘଟଣା ଓ ନବ ଦାସ ହତ୍ୟା ମାମଲ ତଦନ୍ତ ଅଗ୍ରଗତି ନେଇ ଚାଲିଛି ଆଲୋଚନା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.