Below header

ମାନସିକ ବିକାରଗ୍ରସ୍ତ ଯୁବକଙ୍କ ଉନ୍ମତ୍ତ କାଣ୍ଡ, ମନ୍ଦିରରେ ପଶି ବ୍ୟାପକ ଭଙ୍ଗାରୁଜା

ଖୋର୍ଦ୍ଧା : ମାନସିକ ବିକାରଗ୍ରସ୍ତ ଯୁବକଙ୍କ ଉନ୍ମତ୍ତ କାଣ୍ଡ । ବୋଲଗଡ଼ ବ୍ଲକ୍‌ ଗେଡିଆପଲ୍ଲୀ ପଞ୍ଚାୟତର ଗଉଡ଼ ନୂଆଗାଁରେ ଏକ ମନ୍ଦିରରେ ପଶି ବ୍ୟାପକ ଭଙ୍ଗାରୁଜା କରିଛି ଜଣେ ପାଗଳ । ସଂପୃକ୍ତ ଯୁବକକୁ କାବୁ କରିବାକୁ ନାକେଦମ୍‌ ହେବାକୁ ପଡ଼ିଛି । ଏମିତିକି କାବୁ କରିବାକୁ ଆସିଥିବା ପୋଲିସ ଓ ଅଗ୍ନିଶମ କର୍ମଚାରୀଙ୍କୁ ଲହୁଲୁହାଣ ହେବାକୁ ପଡ଼ିଛି । ପାଗଳ ଆକ୍ରମଣରେ ଦୁଇ ପୋଲିସ କର୍ମଚାରୀଙ୍କ ସମେତ ଅନ୍ୟ ଦୁଇ ଜଣ ଆହତ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.