Browsing Tag

mental man

ସିଆରିପିଏଫ ଛକରେ ମାନସିକ ବିକୃତି ଯୁବକର ଉତ୍ପାତ, ଅଟକ ରଖିଲା ନୟାପଲ୍ଲୀ ପୋଲିସ

ଭୁବନେଶ୍ବର(କେନ୍ୟୁଜ୍):ଭୁବନେଶ୍ବରରେ ସନ୍ଦିଗ୍ଧ ଭାବେଏଣେତେଣେ ବୁଲି ଲୋକଙ୍କୁ ଅଶ୍ଲିଳ ଭାଷା କହୁଥିବା ଯୁବକକୁ ଅଟକ ରଖିଛି ନୟାପଲ୍ଲୀ ପୋଲିସ। ନୟାପଲ୍ଲୀ ପୋଲିସ ସିଆରିପି ଛକରୁ  ପାଇଥିଲା ଏହି ବ୍ୟକ୍ତିକୁ।  ପୋଲିସ ଏହି ବ୍ୟକ୍ତି ପକେଟରୁ  ଏକ ଛୁରୀ ପାଇଛି। ଯାହାକୁ  ଜବତ କରାଯାଇଛି।…

ଲକଡାଉନରେ ପେଟ ଭୋକ ବୁଝିବାକୁ କେହି ନାହିଁ, ବଜାର ଓ ଛକରୁ ପଚା ସଢା ଖାଦ୍ୟ ଖାଇ ଭୋକ ମେଣ୍ଟାଉଛି ଅଜଣା ଯୁବକ

ଦେବଗଡ଼(କେନ୍ୟୁଜ): କରୋନା ମହାମାରିକୁ ରୋକିବା ପାଇଁ ସାରା ଦେଶ ଲକ ଡାଉନ ରହିଛି l ଦୋକାନ ବଜାର ବନ୍ଦ କାରଣରୁ ଖଟିଖିଆଙ୍କ ପାଇଁ ସରକାର ଜିଲ୍ଲା ପ୍ରଶାସନ ରନ୍ଧା ଖାଦ୍ୟ ଯୋଗାଉଛନ୍ତିl କିନ୍ତୁ କେତେକ ମାନସିକ ଭିନ୍ନକ୍ଷମ ଖାଦ୍ୟ ନପାଇ ଭୋକ ଜ୍ୱାଳାରେ ରାସ୍ତାରେ ପଡ଼ିଥିବା ପଚା ଶଢା ଖାଦ୍ୟ…

କାମ କରିବାକୁ ଯାଇ ସୁରତରେ ହଜିଗଲା ଭେଣ୍ଡିଆ ପୁଅ, ସୋସିଆଲ ମଡିଆ ମାଧ୍ୟମରେ ୧୦ ବର୍ଷ ପରେ ପାରଦ୍ବୀପ ଫେରିପାଇଲେ ବାପା

ପାରାଦ୍ବୀପ(କେନ୍ୟୁଜ୍): ଦୀର୍ଘ ୧୦ ବର୍ଷ ପରେ ନିଖୋଜ ପୁଅକୁ ଫେରି ପାଇଲେ ବାପା। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବନ୍ଦର ନଗରୀ ପାରାଦୀପରେ। ଯେଉଁଠି ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ମେଛପୁର ଗାଁର ଜୟ ସ୍ୱାଇଁ, ନିଜ ପୁଅ ସୁଦର୍ଶନ ସ୍ୱାଇଁଙ୍କୁ ଖୋଜି ବାହାର କରିବାରେ ସଫଳ ହୋଇଛନ୍ତି…

ଯାଜପୁର ରୋଡ: ପାରିବାରିକ କଳହରୁ ମାନସିକ ବିକାରଗ୍ରସ୍ତ ଯୁବକକୁ ହତ୍ୟା,  ମା ଓ ଭାଇକୁ ଅଟକ ରଖିଲା ପୋଲିସ

ଯାଜପୁର ରୋଡ: ପାରିବାରିକ କଳହରୁ ଘଟିଛି ହିଂସାକାଣ୍ଡ।  ନିଜ ମାନସିକ ବିକାରଗସ୍ତ ପୁଅକୁ ନିସ୍ତୁକ ପିଟୁଛି ନୃଶଂସ ମା । ଯାହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଘଟାଣାଟି ଘଟିଛି ଯାଜପୁର ରୋଡ ଥାନା ଅନ୍ତର୍ଗତ ନୂଆଗାଁ ଅଞ୍ଚଳରେ। ଗାଁର ନରେନ୍ଦ୍ର ସାହୁ ନାମକ ଜଣେ…

ଅପରେସନ ପରେ ପେଟରୁ ବାହାରିଲା ଚାମଚ, ଟୁଥ୍‌ ବ୍ରସ ଓ ଛୁରୀ

ହିମାଞ୍ଚଳ : ମଣ୍ଡି ଅଞ୍ଚଳର ଏକ ୩୫ ବର୍ଷ ଯୁବକର ପେଟରୁ ଅପରେସନ କରି ୯ ଚାମଚ,୨ଟୁଥ୍‌ ବ୍ରସ,୨ ସ୍କୃ-ଡ୍ରାଇଭର ଓ ଗୋଟିଏ ଛୁରୀ ବାହାର କରିଛନ୍ତି ଡାକ୍ତର । ଏହି ଅପରେସନକୁ ଏସଏଲବିଏମ ମେଡିକାଲ କଲେଜର ଏକ ଡାକ୍ତର ଟିମ ଦୀର୍ଘ ଦେଢ ଘଣ୍ଟା ପରିଶ୍ରମ କରି ସଫଳ କରିଛନ୍ତି । ଅପରେସନ ପରେ ଯୁବକ…

ମାନସିକ ବିକାରଗ୍ରସ୍ତ ଯୁବକଙ୍କ ଉନ୍ମତ୍ତ କାଣ୍ଡ, ମନ୍ଦିରରେ ପଶି ବ୍ୟାପକ ଭଙ୍ଗାରୁଜା

ଖୋର୍ଦ୍ଧା : ମାନସିକ ବିକାରଗ୍ରସ୍ତ ଯୁବକଙ୍କ ଉନ୍ମତ୍ତ କାଣ୍ଡ । ବୋଲଗଡ଼ ବ୍ଲକ୍‌ ଗେଡିଆପଲ୍ଲୀ ପଞ୍ଚାୟତର ଗଉଡ଼ ନୂଆଗାଁରେ ଏକ ମନ୍ଦିରରେ ପଶି ବ୍ୟାପକ ଭଙ୍ଗାରୁଜା କରିଛି ଜଣେ ପାଗଳ । ସଂପୃକ୍ତ ଯୁବକକୁ କାବୁ କରିବାକୁ ନାକେଦମ୍‌ ହେବାକୁ ପଡ଼ିଛି । ଏମିତିକି କାବୁ କରିବାକୁ ଆସିଥିବା ପୋଲିସ ଓ…