ପ୍ରକାଶ ପାଇଲା ମାଟ୍ରିକ ସପ୍ଲିମେଣ୍ଟାରୀ ରେଜଲ୍ଟ

ଭୁବନେଶ୍ବର: ପ୍ରକାଶ ପାଇଲା ମାଟ୍ରିକ ସପ୍ଲିମେଣ୍ଟାରୀ ରେଜଲ୍ଟ । ପାସ୍‌ ହାର ରହିଛି ୪୩.୬୨ ପ୍ରତିଶତ । www.bseodisha.ac.inରେ ରେଜଲ୍ଟ ଉପଲବ୍ଧ ହେଉଛି। ଷ୍ଟେଟ୍‌ ଓପନ ସ୍କୁଲ ପରୀକ୍ଷା ଫଳ ମଧ୍ୟ ପ୍ରକାଶ ପାଇଛି। ଷ୍ଟେଟ୍‌ ଓପନ ସ୍କୁଲର ପାସ୍‌ ହାର ରହିଛି ୬୩.୪୪ପ୍ରିତଶତ। ଚଳିତ ବର୍ଷ ୨୮ହଜାର ପରୀକ୍ଷାର୍ଥୀ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଦେଇଥିଲେ।