Below header

ଆସ୍କା: ଭାରସାମ୍ୟ ହରାଇ ପୋଖରୀ ଭିତରେ ପସିଗଲା ଯାତ୍ରୀବାହି ମିନିବସ୍, ଅଳ୍ପକେ ବର୍ତ୍ତିଲେ ସମସ୍ତ ଯାତ୍ରୀ

ଭଞ୍ଜନଗର(କେନ୍ୟୁଜ୍): ଭାରସାମ୍ୟ ହରାଇ ପୋଖରୀ ଭିତରେ ପସିଗଲା ଯାତ୍ରୀବାହି ମିନିବସ୍ । ଅଳ୍ପକେ ବର୍ତ୍ତିଲେ ସମସ୍ତ ଯାତ୍ରୀ। ସେମାନଙ୍କୁ  ସୁରକ୍ଷିତ ଭାବେ ଉଦ୍ଧାର ଗଂଜାମ ଜିଲ୍ଲା  ଆସିକା-କବିସୂର୍ଯ୍ୟନଗର କୋଟିନଡା ଫାଣ୍ଡି ନିକଟ ରାସ୍ତାରେ ଘଟିଛି ଏଭଳି ଘଟଣା । ମିନିବସଟି କବିସୂର୍ଯ୍ୟନଗରରୁ ଆସିକା ଅଭିମୁଖେ ଯାଉଥିଲା ।

bus accident

ସେହି ସମୟରେ ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ପୋଖରୀ ଭିତରକୁ ବସଟି ପସିଯାଇଥିବା ଜଣାପଡିଛି । ବସରେ ପ୍ରାୟ ୧୦ରୁ ଉର୍ଦ୍ଧ୍ବ ଯାତ୍ରୀ ଥିଲେ । ଘଟଣା ସ୍ଥଳରେ ଆସିକା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.