Below header

ନିଜ ନିର୍ବାଚନ ମଣ୍ଡଳୀରେ ମତଦାନ କରିଛନ୍ତି ରାଜ୍ୟର ବିଭିନ୍ନ ବିଭାଗର ମନ୍ତ୍ରୀ ଓ ବିଧାୟକ

କେନ୍ଯୁଜ୍: ନିଜ ନିର୍ବାଚନ ମଣ୍ଡଳୀରେ ମତଦାନ କରିଛନ୍ତି ରାଜ୍ୟର ବିଭିନ୍ନ ବିଭାଗର ମନ୍ତ୍ରୀ ଓ ବିଧାୟକ। ମାହାଙ୍ଗା ଜଳେଶ୍ୱରପୂର ପଞ୍ଚାୟତ ୧୧ ନମ୍ବର ବୁଥରେ ନିଜ ପରିବାର ସହ ମତଦାନ କରିଛନ୍ତି ମନ୍ତ୍ରୀ ପ୍ରତାପ ଜେନା । ଉପବାଚସ୍ପତି ରଜନୀକାନ୍ତ ସିଂ ଅନୁଗୁଳ ବଅଁରପାଳ ବ୍ଲକର ୨୭ ନମ୍ବର ଜୋନରେ ଭୋଟ ଦେଇଛନ୍ତି ।

ସେହିଭଳି ସୁବର୍ଣ୍ଣପୁରରେ ଭୋଟ ଦେଇଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ଜଗତସିଂହପୁର ବାଲିକୁଦା ନିର୍ବାଚନମଣ୍ଡଳୀରେ ଭୋଟ ଦେଇଛନ୍ତି ମନ୍ତ୍ରୀ ରଘୁନନ୍ଦନ ଦାସ । ସେହିଭଳି ପୂର୍ବତନ ମନ୍ତ୍ରୀ ଅନନ୍ତ ଦାସ, ବଦ୍ରୀ ନାରାୟଣ ପାତ୍ର ନିଜ ଅଞ୍ଚଳରେ ଭୋଟ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.