Browsing Tag

panchayat election in odisha

ପଞ୍ଚାୟତ ନିର୍ବାଚନରେ ରେକର୍ଡ ଜିଲ୍ଲା ପରିଷଦ ସିଟ୍‌ ହାତେଇଛି ବିଜେଡି, ଟକ୍କର ଦେବାକୁ ବି ସକ୍ଷମ ହେଲେନି ବିରୋଧୀ

ଭୁବନେଶ୍ବର(କେନ୍ଯୁଜ୍): ବିଜେଡିର ବୃହତ ବିଜୟ । ପଞ୍ଚାୟତ ନିର୍ବାଚନରେ ରେକର୍ଡ ଜିଲ୍ଲା ପରିଷଦ ସିଟ୍‌ ହାତେଇଛି ବିଜେଡି । ଟକ୍କର ଦେବାକୁ ବି ସକ୍ଷମ ହେଲେନି ବିରୋଧୀ । ୮୫୧ ଜିଲ୍ଲା ପରିଷଦ ଆସନରୁ ବିଜେଡି ପ୍ରାର୍ଥୀ ୭୪୩ ଆସନରେ ବିଜୟ ଓ ଆଗୁଆ ରହିଛନ୍ତି । ବିଜେଡି ଖାତାକୁ ଯାଇଛି…

ଆଜି ଭୋଟ ଗଣତିର ତୃତୀୟ ତଥା ଶେଷ ଦିନ, ବାକି ୨୨୯ଟି ଜିଲ୍ଲା ପରିଷଦ ଆସନର ହେବ ଗଣତି

ଭୁବନେଶ୍ବର(କେନ୍ଯୁଜ୍): ଚାରିଆଡ଼େ ଶଙ୍ଖ ଧ୍ୱନୀ । ପଞ୍ଚାୟତ ନିର୍ବାଚନରେ ଚିତ୍‌ ମାରିଲେ ବିରୋଧୀ । ୨୦୧୭ ତୁଳନାରେ ବିଜେଡିର ରେକର୍ଡ ବିଜୟ । ବର୍ତ୍ତମାନ ସୁଦ୍ଧା ଗଣତିରେ ୫୫୧ ଆସନରେ ଦଳୀୟ ପ୍ରାର୍ଥୀ ବିଜୟୀ ଓ ଆଗୁଆ ରହିଛନ୍ତି । ବିଜେପି ୩୨ ଓ କଂଗ୍ରେସ ୩୦ଟି ଲେଖାଏ ଜିଲ୍ଲା ପରିଷଦ ଜୋନରେ…

ନିଜ ନିର୍ବାଚନ ମଣ୍ଡଳୀରେ ମତଦାନ କରିଛନ୍ତି ରାଜ୍ୟର ବିଭିନ୍ନ ବିଭାଗର ମନ୍ତ୍ରୀ ଓ ବିଧାୟକ

କେନ୍ଯୁଜ୍: ନିଜ ନିର୍ବାଚନ ମଣ୍ଡଳୀରେ ମତଦାନ କରିଛନ୍ତି ରାଜ୍ୟର ବିଭିନ୍ନ ବିଭାଗର ମନ୍ତ୍ରୀ ଓ ବିଧାୟକ। ମାହାଙ୍ଗା ଜଳେଶ୍ୱରପୂର ପଞ୍ଚାୟତ ୧୧ ନମ୍ବର ବୁଥରେ ନିଜ ପରିବାର ସହ ମତଦାନ କରିଛନ୍ତି ମନ୍ତ୍ରୀ ପ୍ରତାପ ଜେନା । ଉପବାଚସ୍ପତି ରଜନୀକାନ୍ତ ସିଂ ଅନୁଗୁଳ ବଅଁରପାଳ ବ୍ଲକର ୨୭ ନମ୍ବର…

ମାଓ ଅଧ୍ୟୁଷିତ ଇଲାକାରେ ଭୋଟିଂ ଜାରି: ସୁରକ୍ଷା ଦାୟିତ୍ୱରେ ୩୭ହଜାର ୨୪୫ ପୋଲିସ୍, ୨୩୫ ପ୍ଲାଟୁନ୍‌ ଫୋର୍ସ ମୁତୟନ

କେନ୍ଯୁଜ୍: ମାଓ ଅଧ୍ୟୁଷିତ ଇଲାକାରେ ଭୋଟିଂ ଜାରି । ମାଓ ଅଧ୍ୟୁଷିତ କୋରାପୁଟ ଜିଲ୍ଲାର ୭ଟି ଜିଲ୍ଲା ପରିଷଦ ଜୋନରେ ଭୋଟ୍‌ ନିଆଯାଉଛି । ସେହିପରି ମାଲକାନଗିରି, କନ୍ଧମାଳ ଓ ନୂଆପଡ଼ା ଜିଲ୍ଲାର ୩ଟି ଲେଖାଏ ନିର୍ବାଚନ ମଣ୍ଡଳୀରେ ମତଦାନ ହେଉଛି । ସୁରକ୍ଷା ଦାୟିତ୍ୱରେ ଅଛନ୍ତି ୩୭ହଜାର ୨୪୫…

ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ପାଇଁ ମତଦାନ ଆରମ୍ଭ, ୩୦ ଜିଲ୍ଲାର ୭୧ ବ୍ଲକ ଅନ୍ତର୍ଗତ ୨୦୦ ଜିଲ୍ଲା ପରିଷଦ ଆସନ…

ଭୁବନେଶ୍ବର(କେନ୍ଯୁଜ୍): ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ପାଇଁ ମତଦାନ । ୩୦ ଜିଲ୍ଲାର ୭୧ ବ୍ଲକ ଅନ୍ତର୍ଗତ ୨୦୦ ଜିଲ୍ଲା ପରିଷଦ ଆସନ ପାଇଁ ଭୋଟ୍‌ ନିଆଯାଉଛି । ମୈଦାନରେ ଅଛନ୍ତି ୭୨୬ ପ୍ରାର୍ଥୀ । ସେହିପରି ୧୬ଶହ ୬୯ ପଞ୍ଚାୟତରେ ଭୋଟିଂ ହେଉଛି । ଏଥିପାଇଁ ୨୨ହଜାର ୩୭୯ ବୁଥ୍‌ କରାଯାଇଛି…

କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତଙ୍କ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନୀ ପ୍ରଚାର

ଫୁଲବାଣୀ(କେନ୍ଯୁଜ୍): କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତଙ୍କ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନୀ ପ୍ରଚାର। ଫୁଲବାଣୀ ବ୍ଲକ ୧୪ନଂ ଜୋନ ଜିଲ୍ଲା ପରିଷଦର ଦଡକୀ ଗାଁ ଠାରେ ଭୋଟ ପ୍ରଚାରରେ ଯାଇ କର୍ମୀ ସମିଳନୀରେ ଯୋଗଦେଇଥିଲେ ସାଂସଦ ଡ. ସାମନ୍ତ। ୧୪ନଂ ଜିଲ୍ଲ ପରିଷଦ ଜୋନ ପ୍ରାର୍ଥୀ ଚନ୍ଦ୍ରମା…

ନିର୍ବାଚନୀ ମଇଦାନରେ ଗୋଟିଏ ପରିବାରର ୫ ସଦସ୍ୟ, ନିଜ ନିଜ ସମର୍ଥକଙ୍କୁ ନେଇ କରୁଛନ୍ତି ପ୍ରଚାର

ସୋରଡା(କେନ୍ଯୁଜ୍): ନିର୍ବାଚନୀ ମଇଦାନରେ ଗୋଟିଏ ପରିବାରର ପାଞ୍ଚ ସଦସ୍ୟ । ସରକାରଙ୍କ ଯୋଜନା କିପରି ଲୋକଙ୍କ ପାଖରେ ପହଞ୍ଚିପାରିବ ସେ ଲକ୍ଷ୍ୟ ନେଇ ମଇଦାନକୁ ଓହ୍ଲାଇଛନ୍ତି । ଗଞ୍ଜାମ ଜିଲ୍ଲା ସୋରଡ଼ା ନିର୍ବାଚନ ମଣ୍ଡଳୀର ଗୋପାଳପୁର ଶାସନ ପଞ୍ଚାୟତର ୬୬ ନମ୍ବର ଜୋନ୍‌ । ଏହି ପଞ୍ଚାୟତଟି…

ଦେଶ ପାଇଁ ୧୭ ବର୍ଷ ସେବା କରିଥିବା ସେନା କର୍ମଚାରୀ ଏବେ ସରପଞ୍ଚ ପ୍ରାର୍ଥୀ

ବଲାଙ୍ଗିର(କେନ୍ଯୁଜ୍): ଚଳିତ ପଞ୍ଚାୟତ ନିର୍ବାଚନରେ ବିଭିନ୍ନ ଶ୍ରେଣୀର ଲୋକ ରାଜନୀତିକୁ ଓହ୍ଲାଇଛନ୍ତି । ଯାହାକୁ ନେଇ ରୋଚକ ହେଉଛି ପଞ୍ଚାୟତ ରାଜନୀତି । ଏହି ପରିପ୍ରେକ୍ଷିରେ ମୈଦାନକୁ ଓହ୍ଲାଇଛନ୍ତି, ଅବସରପ୍ରାପ୍ତ ସେନା କର୍ମଚାରୀ ଯୁବରାଜ ମାଝି । ଦେଶ ପାଇଁ ୧୭ ବର୍ଷ ସେବା କରିଥିବା…

ପଞ୍ଚାୟତ ନିର୍ବାଚନ ପାଇଁ ବ୍ଲକସ୍ତରରେ ଆସନ ସଂରକ୍ଷଣ ଚିଠା ତାଲିକା ପ୍ରକାଶ

ଭୁବନେଶ୍ବର(କେନ୍ଯୁଜ୍): ପଞ୍ଚାୟତ ନିର୍ବାଚନ ପାଇଁ ବ୍ଲକସ୍ତରରେ ଆସନ ସଂରକ୍ଷଣ ଚିଠା ତାଲିକା ପ୍ରକାଶ ପାଇଛି । ପଛୁଆ ବର୍ଗଙ୍କୁ ବାଦ ଦେଇ ଓ୍ଵାର୍ଡମେମ୍ବର, ସରପଞ୍ଚ, ସମିତି ସଭ୍ୟ ଓ ବ୍ଲକ ଅଧ୍ୟକ୍ଷ ପଦ ପାଇଁ ଏହି ସଂରକ୍ଷଣ ଚିଠା ତାଲକା ପ୍ରକାଶ ପାଇଛି । ବିଜ୍ଞପ୍ତି ଅନୁସାରେ ୭ଟି ଆଦିବାସୀ…

ଫେବ୍ରୁଆରୀ ପ୍ରଥମ କିମ୍ବା ଦ୍ୱିତୀୟ ସପ୍ତାହରେ ପଞ୍ଚାୟତ ନିର୍ବାଚନ, ଚଳିତ ମାସ ଶେଷ ସୁଦ୍ଧା ତାରିଖ ଘୋଷଣା

ଭୁବନେଶ୍ବର(କେନ୍ଯୁଜ୍): ଆସନ୍ତାବର୍ଷ ଫେବ୍ରୁଆରୀ ପ୍ରଥମ କିମ୍ବା ଦ୍ୱିତୀୟ ସପ୍ତାହରେ ରାଜ୍ୟରେ ହେବ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ । ଚଳିତ ମାସ ଶେଷ ଆଡକୁ ଏନେଇ ଆନୁଷ୍ଠାନିକ ଘୋଷଣା କରାଯିବ । ତ୍ରିସ୍ତରୀୟ ର୍ନିବାଚନ ପୂର୍ବରୁ ଆବଶ୍ୟକ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ।…

ଏଥର ରାଜ୍ୟର ୬ ହଜାର ୭୯୪ ପଞ୍ଚାୟତରେ ହେବ ନିର୍ବାଚନ, ଅଧାରୁ ଅଧିକ ପଦବୀରେ ରହିବେ ମହିଳା

ଭୁବନେଶ୍ବର(କେନ୍ଯୁଜ୍): ଏଥର ରାଜ୍ୟର ୬ ହଜାର ୭୯୪ ପଞ୍ଚାୟତରେ ହେବ ନିର୍ବାଚନ । ଆସନ୍ତା ନିର୍ବାଚନରେ ଅଧାରୁ ଅଧିକ ସରପଞ୍ଚ ପଦବୀରେ ମହିଳା ନିର୍ବାଚିତ ହେବେ। ୬ହଜାର ୭୯୪ ସରପଞ୍ଚ ପଦ ମଧ୍ୟରୁ ୩ହଜାର ୫୦୦ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। ଏଥିରେ ପଛୁଆ ବର୍ଗ ମହିଳାଙ୍କ ପାଇଁ ୪୨୯ଟି ଆସନ…

ପଞ୍ଚାୟତ ର୍ନିବାଚନ ପାଇଁ ବାଜିନି ବିଗୁଲ୍, ହେଲେ ସରଗରମ ହେଲାଣି ଗ୍ରାମାଞ୍ଚଳ ମାହୋଲ

କୁଚିଣ୍ଡା (କେନ୍ଯୁଜ୍): ପଞ୍ଚାୟତ ର୍ନିବାଚନ ପାଇଁ ବିଗୁଲ ବାଜିନି । ହେଲେ ସରଗରମ ହେଲାଣି ଗ୍ରାମାଞ୍ଚଳ ମାହୋଲ । କୁଚିଣ୍ଡା ର୍ନିବାଚନ ମଣ୍ଡଳୀରେ ପ୍ରସ୍ତୁତି ଆରମ୍ଭ କରିଦେଲାଣି ବିଜୁ ଜନତାଦଳ । ବାମରା ବ୍ଲକ ସେଗାପଡାଠାରେ ଜୋନ-୨ର ବିଜେଡିର ବରିଷ୍ଠ ପଦାଧିକାରୀ, କର୍ମୀ ଓ ବରିଷ୍ଠ…