Below header

ଭୁବନେଶ୍ବରରେ ଲଜ୍ଜା : ୮ ବର୍ଷର ଦିବ୍ୟାଙ୍ଗ ନାବାଳିକା ଅନ୍ତଃସତ୍ତ୍ବା !

ଭୁବନେଶ୍ବର/କଟକ (କେନ୍ୟୁଜ୍) : ଭୁବନେଶ୍ବର ଏକ ବସ୍ତିରେ ରହୁଥିବା ଜଣେ ଦିବ୍ୟାଙ୍ଗ ନାବାଳିକା ଦୁଷ୍କର୍ମର ଶିକାର ହୋଇଛି । ପରିଣାମ ସ୍ବରୂପ ଏବେ ଅନ୍ତଃସତ୍ତ୍ବା । ଅବସ୍ଥା ଗୁରୁତର ଥିବାରୁ ଆଜି ତାକୁ କ୍ୟାପିଟାଲ ହସପିଟାଲକୁ ଚିକିତ୍ସା ପାଇଁ ଅଣା ଯାଇଥିଲା । ତେବେ ତାକୁ ପରେ କଟକ ବଡ଼ ଡାକ୍ତରଖାନାକୁ ପଠାଇ ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.