ପେଟ୍ରୋଲ ଓ ଡିଜେଲ୍ ମୂଲ୍ୟ ଟଙ୍କାଟିଏ କମାଇଲେ ପଶ୍ଚିମବଙ୍ଗ ସରକାର

କୋଲକାତା : ପେଟ୍ରୋଲ ଓ ଡିଜେଲ ଉପରୁ ରାଜ୍ୟ ଟିକସ ଛାଡ଼ କରିଛନ୍ତି ପଶ୍ଚିମବଙ୍ଗ ସରକାର । ଯାହାଫଳରେ ଉଭୟ ତୈଳ ଦର ୧ ଟଙ୍କା ଲେଖାଏଁ କମିବ । ରାଜସ୍ଥାନ ଓ ଆନ୍ଧ୍ର ପ୍ରଦେଶ ପରେ ଟିକସ କମାଇବାରେ ପଶ୍ଚିମବଙ୍ଗ ହେଉଛି ୩ୟ ରାଜ୍ୟ ।

PETROL PRICE

ଏ ସମ୍ପର୍କରେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ସେ କହିଛନ୍ତି ଆମେ କୋଟି କୋଟି ଟଙ୍କା ଋଣରେ ବୁଡ଼ି ରହିଛୁ । ତଥାପି ଲୋକଙ୍କ ଆବଶ୍ୟକତାକୁ ଦେଖି ଟିକସ କମାଉଛୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.