• Likes
  • Followers
  • Followers
  • Subscribers
  • Subscribe
  • Saturday, August 8, 2026

KNews Odisha KNews Odisha - Sabuthi Sabubele Hata Muthare Khabar

Logos
  • Home
  • ରାଜ୍ୟ
  • ଦେଶ ବିଦେଶ
  • ବ୍ୟବସାୟ ଓ ଅର୍ଥନୀତି
  • କ୍ରୀଡା
  • ଟେକ୍
  • ମନୋରଂଜନ
  • ସ୍ପେଶାଲ
  • ଲାଇଫ୍ ଷ୍ଟାଇଲ୍
  • ବିବିଧ
KNews Odisha
  • Home
  • ରାଜ୍ୟ
  • ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣଙ୍କ ଫେସବୁକ ଆକାଉଣ୍ଟ ହ୍ୟାକ୍!

ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣଙ୍କ ଫେସବୁକ ଆକାଉଣ୍ଟ ହ୍ୟାକ୍!

By KNews Bureau Last updated Oct 12, 2019
pawan kumar id

ସୁନ୍ଦରଗଡ଼(କେନ୍ୟୁଜ୍): ଜିଲ୍ଲାପାଳଙ୍କ ନାଁରେ ଫେକ୍ ଫେସବୁକ ଆକାଉଣ୍ଟ । ଫେସବୁକ ଆକାଉଣ୍ଟ ହ୍ୟାକ କରି ଠକିବା ଅଭିଯୋଗ ଆସିଛି ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ ନାଁରେ । ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣଙ୍କ ଫେସବୁକ ହ୍ୟାକ କରି ଏକ ଦାମି ମୋବାଇଲ ଦାବି କରିଥିବା ଜଣାପଡିଛି । ଏହା ଜଣିବା ପରେ ଜିଲ୍ଲାପାଳ ଏହାକୁ ଖଣ୍ଡନ କରିଛନ୍ତି ।

ଆଉ ଏହାକୁ କେହି ଜଣେ ହ୍ୟାକ କରିଥିବା ଲେଖିଛନ୍ତି । ଗତ କିଛି ଦିନ ପୂର୍ବରୁ ଜଣେ ବିଧାୟକଙ୍କ ଫେସବୁକ ଆକାଉଣ୍ଟ ହ୍ୟାକ କରି ମୋବାଇଲ ଦାବି କରିବା ଘଟଣାରେ ପୋଲିସ ଜଣଙ୍କୁ ଗିରଫ କରିଥିଲା ।

 

fake facebook accountsundargarh collector
Share FacebookTwitterWhatsAppEmailFacebook MessengerPinterestReddItLinkedinTelegram
omchorizontal
Recent Posts
  • Horoscope Today : ଧନଲାଭ, ଚାକିରି ଓ ପରିବାର: ଆଜିର ରାଶିଫଳରେ…

    Aug 8, 2026 0
  • Horoscope Today : ଆଜି କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ…

    Aug 8, 2026 0
  • Flying Car : ସତ ହେଲା ଫ୍ଲାଇଂ କାର ସ୍ୱପ୍ନ, ଉତ୍ତରାଖଣ୍ଡର…

    Aug 7, 2026 0
  • KIIT ଓ KISS ରେ ପାଳନ ହେଲା ଜାତୀୟ ହସ୍ତତନ୍ତ ଦିବସ

    Aug 7, 2026 0
  • ବ୍ୟାଙ୍କ ଡକାୟତି ଉଦ୍ୟମ ପଣ୍ଡ, ତିନି ଅଭିଯୁକ୍ତ ଗିରଫ

    Aug 7, 2026 0
  • NEET : ନିଟ୍ ପ୍ରଶ୍ନପତ୍ର ଲିକ୍ କରିଥିଲେ ଖୋଦ୍ NTA ଏକ୍ସପର୍ଟ,…

    Aug 7, 2026 0
  • About KNews Odisha
  • Contact us
  • Privacy Policy
  • Terms Of Service
  • Disclaimer
© 2026 - Knews Odisha. All Rights Reserved.
Portal Devloped & Maintained by knewsodisha
  • Home
  • ରାଜ୍ୟ
  • ଦେଶ ବିଦେଶ
  • ବ୍ୟବସାୟ ଓ ଅର୍ଥନୀତି
  • କ୍ରୀଡା
  • ଟେକ୍
  • ମନୋରଂଜନ
  • ସ୍ପେଶାଲ
  • ଲାଇଫ୍ ଷ୍ଟାଇଲ୍
  • ବିବିଧ