Below header

ମାଷ୍ଟରକ୍ୟାଣ୍ଟିନ ନିକଟରେ ଯୁବକଙ୍କୁ ମାରି ରାସ୍ତା ଉପରେ ଫିଙ୍ଗି ଚାଲିଗଲେ ଦୁର୍ବୃତ୍ତ

ରାସ୍ତା ଉପରେ ଯୁବକଙ୍କୁ ଫିଙ୍ଗି ଚାଲିଗଲେ ଦୁର୍ବୃତ୍ତ। ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ନିକଟରେ ଏହି ଘଟଣା ଘଟିଛି। ଆଜି ସକାଳ ପ୍ରାୟ ସାଢେ ୧୦ଟା ବେଳକୁ କିଛି ଲୋକ ଏକ ଜିପରେ ଆସି ଯୁବକଙ୍କୁ ରାସ୍ତା ଉପରେ ଫିଙ୍ଗି ଚାଲିଯାଇଥିଲେ ।

ଭୁବନେଶ୍ୱର(କେନ୍ୟୁଜ):  ରାସ୍ତା ଉପରେ ଯୁବକଙ୍କୁ ଫିଙ୍ଗି ଚାଲିଗଲେ ଦୁର୍ବୃତ୍ତ। ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ନିକଟରେ ଏହି ଘଟଣା ଘଟିଛି। ଆଜି ସକାଳ ପ୍ରାୟ ସାଢେ ୧୦ଟା ବେଳକୁ କିଛି ଲୋକ ଏକ ଜିପରେ ଆସି ଯୁବକଙ୍କୁ ରାସ୍ତା ଉପରେ ଫିଙ୍ଗି ଚାଲିଯାଇଥିଲେ।

ସ୍ଥାନୀୟ ଦୋକାନୀ ଅଚେତ ଅବସ୍ଥାରେ ଯୁବକଙ୍କୁ ପଡିଥିବା ଦେଖି ପୋଲିସକୁ ଖବର ଦେଇଥିଲେ। ଏହାପରେ ପୋଲିସ ଆମ୍ବୁଲାନସ ସହ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରି ହସପିଟାଲରେ ଭର୍ତ୍ତି କରିଥିଲେ।  ହେଲେ ଡାକ୍ତର ଯୁବକଙ୍କୁ ମୃତ ଘୋଷଣା କରିଥିବା ଜଣାପଡିଛି । ତେବେ  କିଏ ଓ କାହିଁକି ଯୁବକଙ୍କୁ ଫିଙ୍ଗି ଚାଲିଗଲା ଏହାର କାରଣ ଅସ୍ପଷ୍ଟ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.