Below header

ଭୁବନ ରେଞ୍ଜ କୁମୁରିସିଙ୍ଗା ଗ୍ରାମ ନିକଟରେ ୩୦ଏକରରୁ ଅଧିକ ଜଙ୍ଗଲ ପୋଡି ପାଉଁଶ, ଭୟରେ ଗାଁ ଛାଡିଲେ ଦେହୁରୀ ସାହି ବାସିନ୍ଦା

କାମାକ୍ଷାନଗର: ଜଙ୍ଗଲରେ ନିଆଁ। ଢେଙ୍କାନାଳ ଜିଲ୍ଲା ଭୁବନ ରେଞ୍ଜ କୁମୁରିସିଙ୍ଗା ଗ୍ରାମ ଜଙ୍ଗଲରେ ଭୟାବହ ଅଗ୍ନିକାଣ୍ଡ। ୩୦ଏକରରୁ ଅଧିକ ଜଙ୍ଗଲ ଜଳି ପାଉଁଶ ହୋଇଯାଇଛି।

ନିଆଁ ଲିଭାଇବାକୁ ଅଗ୍ନିଶମ ବାହିନୀ, ଗ୍ରାମବାସୀ ଓ ବନ ବିଭାଗର ଉଦ୍ୟମ ଜାରି ରହିଛି। ନିଆଁ ଲାଗିବା ଫଳରେ ଘର ଛାଡ଼ିଲେ ଗାଁର ଦେହୁରୀ ସାହିର ବାସିନ୍ଦା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.