Below header

ଗଜପତି ସେଞ୍ଚୁରିୟାନ ବିଶ୍ୱବିଦ୍ୟାଳୟରେ ମୋରୋକୋ ହାଇକମିଶନର, ବିଭିନ୍ନ ବୈଷୟିକ ଓ କୃଷି ପାଇଁ ଉଦ୍ଧିଷ୍ଠ ଲ୍ୟାବ ଗୁଡିକ ବୁଲି ଦେଖିଲେ

ଗଜପତି(କେନ୍ୟୁଜ୍): ଗଜପତି ଜିଲ୍ଲା ସେଞ୍ଚୁରିୟାନ ବିଶ୍ୱବିଦ୍ୟାଳୟରେ ଦିଲ୍ଲୀରେ ଅବସ୍ଥାପିତ ମୋରୋକୋ ହାଇକମିଶନର ମହମ୍ମଦ ମଲ୍ଲିକ । ବିଶ୍ୱବିଦ୍ୟାଳୟର ଭିତ୍ତିଭୂମି ବୁଲି ଦେଖିବା ସହ ବିଭିନ୍ନ ବୈଷୟିକ ଓ କୃଷି ପାଇଁ ଉଦ୍ଧିଷ୍ଠ ଲ୍ୟାବ ଗୁଡିକ ବୁଲି ଦେଖିଥିଲେ ମୋରୋକେ ହାଇକମିଶନର ।

କିପରି ବିଦ୍ୟାର୍ଥୀଙ୍କୁ ପାଠପଢା, ପ୍ରାକ୍ଟିକାଲ ଓ ବୈଷୟିକ ସହାୟତା ସେଞ୍ଚୁରିୟାନ ବିଶ୍ୱବିଦ୍ୟାଳୟ ଯୋଗାଉଛି ସନ୍ତୋଷ ବ୍ୟକ୍ତ କରିଥିଲେ । ସେପଟେ ଇଣ୍ଡୋ ଆଫ୍ରିକାର ସମ୍ପର୍କ ସୁଦୃଢ ହେବା ସହ କିପରି ଶିକ୍ଷା କ୍ଷେତ୍ରରେ, ବୈଷୟିକ ଜ୍ଞାନ କୌଶଳର ଆଦାନପ୍ରଦାନ ହୋଇପାରିବ ସେହି ଲକ୍ଷ୍ୟରେ ସେଞ୍ଚୁରିୟାନ ବିଶ୍ୱବିଦ୍ୟାଳୟ ମୋରୋକୋ ହାଇକମିଶନରଙ୍କ ଗସ୍ତକୁ ନେଇ ଆଶା ବାନ୍ଧିଥିବା ସୂଚନା ଦେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.