Below header

ମୁହାଁ ମୁହିଁ ପିଟି ହେଲା ୨ କାର୍‌ , ଦୁର୍ଘଟଣାରେ ମାଆ ଝିଅ ମୃତ

ମର୍ମନ୍ତୁଦ ଦୁର୍ଘଟଣାରେ ମାଆ ଝିଅ ମୃତ। ଅନୁଗୋଳ ସଦର ଥାନା ଖଣ୍ଡହତା ଠାରେ ଦୁଇ କାର ମୁହାଁ ମୁହିଁ ଧକ୍କା। ଘଟଣାସ୍ଥଳରେ ପ୍ରାଣ ହରାଇଲେ ମାଆ ଓ ଝିଅ।

ଅନୁଗୁଳ : ମର୍ମନ୍ତୁଦ ଦୁର୍ଘଟଣାରେ ମାଆ ଝିଅ ମୃତ। ଅନୁଗୋଳ ସଦର ଥାନା ଖଣ୍ଡହତା ଠାରେ ଦୁଇ କାର ମୁହାଁ ମୁହିଁ ଧକ୍କା। ଘଟଣାସ୍ଥଳରେ ପ୍ରାଣ ହରାଇଲେ ମାଆ ଓ ଝିଅ। ମୃତକ ମାନେ ହେଲେ ଦୁର୍ଗାବତୀ ପ୍ରଧାନ ଓ ଝିଅ ସଂଯୁକ୍ତା ପ୍ରଧାନ। ଭୁବନେଶ୍ୱରରେ ଏକାଦଶାହ କାମରେ ଯୋଗ ଦେବାକୁ ବେଳେ ଯାଉଥିବା ଦୁର୍ଘଟଣାରେ ସେମାନେ ଆଖି ବୁଜିଛନ୍ତି । ଅନୁଗୋଳରୁ ଭୁବନେଶ୍ୱର ଆଡ଼କୁ ଯାଉଥିବା ବେଳେ ଏକ କାର ସହ ବିପରୀତ ଦିଗରୁ ଆସୁଥିବା କାରର ମୁହାଁ ମୁହିଁ ଧକ୍କା ହୋଇଥିଲା । ୩ ଗୁରୁତରଙ୍କୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.