Below header

5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ବଡ଼ ବୟାନ ; ଉତ୍ତରାଧିକାରୀ ବାଛିବେ ରାଜ୍ୟବାସୀ

ଜାତୀୟ ଗଣମାଧ୍ୟମ ANIରେ ସାକ୍ଷାତକାରରେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ବଡ଼ ବୟାନ । ବିଜେଡିର ରାଜନୈତିକ ଉତ୍ତରାଧିକାରୀ ପ୍ରଶ୍ନରେ ଉତ୍ତର ରଖିଛନ୍ତି 5T ଅଧ୍ୟକ୍ଷ । କହିଛନ୍ତି ରାଜ୍ୟବାସୀ ଉତ୍ତରାଧିକାରୀ ବାଛିବେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହି ସାରିଛନ୍ତି ।

ଭୁବନେଶ୍ୱର : ଜାତୀୟ ଗଣମାଧ୍ୟମ ANIରେ ସାକ୍ଷାତକାରରେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ବଡ଼ ବୟାନ । ବିଜେଡିର ରାଜନୈତିକ ଉତ୍ତରାଧିକାରୀ ପ୍ରଶ୍ନରେ ଉତ୍ତର ରଖିଛନ୍ତି 5T ଅଧ୍ୟକ୍ଷ । କହିଛନ୍ତି ରାଜ୍ୟବାସୀ ଉତ୍ତରାଧିକାରୀ ବାଛିବେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହି ସାରିଛନ୍ତି । ୧୪୭ ନିର୍ବାଚନମଣ୍ଡଳୀରେ ମୁଁ ମୁଖ୍ୟମନ୍ତ୍ରୀଙ୍କ ସହ ରହିବି । ନବୀନ ବାବୁ ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି । ବିରୋଧୀ ମୁଖ୍ୟମନ୍ତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ନେଇ ଗୁଜବ କରୁଛନ୍ତି । ଏପଟେ ୨୦୨୪ରେ ନିର୍ବାଚନ ଲଢ଼ିବି ନାହିଁ ବୋଲି ପାଣ୍ଡିଆନ ସ୍ପଷ୍ଟ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.