ଦଶମ କଳିଙ୍ଗ ସାହିତ୍ୟ ମହୋତ୍ସବରେ ପୁରସ୍କୃତ ହେବେ ଭାରତୀୟ ଲେଖିକା

ଏକବିଂଶ ଶତାଦ୍ଦୀରେ ପ୍ରାଚୀନ ଭାରତ ଓ ପରବର୍ତ୍ତୀ କିମ୍ବଦନ୍ତୀ । ପ୍ରେରଣାଦାୟକ ଜୀବନ୍ତ ଅନୁଭୂତି’ର କାଳଜୟୀ କାହାଣୀକୁ ଉନ୍ମୋଚନ କରିବାକୁ ଯାଉଛି ମନ୍ଦିରମାଳିନୀ ସହର ଭୁବନେଶ୍ୱର । ସମ୍ମାନଜନକ ସ୍ୱସ୍ତି ପ୍ରିମିୟମରେ କଳିଙ୍ଗ ସାହିତ୍ୟ ମହୋତ୍ସବ ଦଶମ ସଂସ୍କରଣ ଆରମ୍ଭ ହେବାକୁ ଯାଉଛି ।

ଭୁବନେଶ୍ୱର : ଏକବିଂଶ ଶତାଦ୍ଦୀରେ ପ୍ରାଚୀନ ଭାରତ ଓ ପରବର୍ତ୍ତୀ କିମ୍ବଦନ୍ତୀ । ପ୍ରେରଣାଦାୟକ ଜୀବନ୍ତ ଅନୁଭୂତି’ର କାଳଜୟୀ କାହାଣୀକୁ ଉନ୍ମୋଚନ କରିବାକୁ ଯାଉଛି ମନ୍ଦିରମାଳିନୀ ସହର ଭୁବନେଶ୍ୱର । ସମ୍ମାନଜନକ ସ୍ୱସ୍ତି ପ୍ରିମିୟମରେ କଳିଙ୍ଗ ସାହିତ୍ୟ ମହୋତ୍ସବ ଦଶମ ସଂସ୍କରଣ ଆରମ୍ଭ ହେବାକୁ ଯାଉଛି । ଏହି ମହୋତ୍ସବ ଫେବୃଆରୀ ୯ ରୁ ୧୧ ପର୍ଯ୍ୟନ୍ତ ହେବ । ଦଶମ କଳିଙ୍ଗ ସାହିତ୍ୟ ମହୋତ୍ସବ ଉଦ୍‌ଘାଟନ କରିବେ । କଳିଙ୍ଗ କଳା ମହୋତ୍ସବରେ ୬୦ ଜଣ କାରିଗର ତାଙ୍କର କଳାକୃତି ପ୍ରଦର୍ଶନ । ଏଥିସହ ଭାରତୀୟ ଲେଖିକା ମାନଙ୍କୁ ସମ୍ମାନଜନକ କଳିଙ୍ଗ ସାହିତ୍ୟ ପୁରସ୍କାର ପ୍ରଦାନ କରାଯିବ ।

 

Leave A Reply

Your email address will not be published.