Below header

ବିଧାନସଭା ଆଗରେ ଦେହରେ କରାସିନି ଢାଳି ମା’ ପୁଅଙ୍କ ଆତ୍ମାହୁତି ଉଦ୍ୟମ

ଭୁବନେଶ୍ବର : ବିଧାନସଭା ଆଗରେ ମା’ ପୁଅଙ୍କ ଆତ୍ମାହୁତି ଉଦ୍ୟମ । ଆଇଜି ପାର୍କ ସମ୍ମୁଖରେ ଦେହରେ କରାସିନି ଢାଳି ଆତ୍ମାହୁତି ଉଦ୍ୟମ କରିଛନ୍ତି । ଅନ୍ୟ ଏକ ପୁଅଙ୍କ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ମା’ ପୁଅ ।

sonଏପର୍ଯ୍ୟନ୍ତ ତାଙ୍କୁ ନ୍ୟାୟ ମିଳିନଥିବା ସେ ଅଭିଯୋଗ କରିଛନ୍ତି । ଉଭୟ ମା’ ପୁଅ ଜଗତସିଂହପୁର ତିର୍ତ୍ତୋଲ ଅଞ୍ଚଳର ବୋଲି ଜଣାପଡିଛି । ମା’ ଓ ପୁଅଙ୍କୁ ଉଦ୍ଧାର କରିଛି ପୋଲିସ୍

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.