Below header

ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଆ ଅଧିକାରୀଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ , ଡିପି ଦାସ ସର୍ବସମ୍ମତି କ୍ରମେ WCOର ସଭାପତି ନିଯୁକ୍ତ

କେନ୍ୟୁଜ୍ : ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଆ ଅଧିକାରୀଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ। ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟର ପ୍ରଧାନ ମହାନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ଡିପି ଦାସଙ୍କୁ ସର୍ବସମ୍ମତି କ୍ରମେ ଏନଫୋର୍ସମେଣ୍ଟ କମିଟି ଅଫ ୱାର୍ଲଡ ଫୋରମର ସଭାପତି ଭାବେ ନିଯୁକ୍ତି ପାଇଛନ୍ତି। ଏଭଳି ସମ୍ମାନଜନକ ପଦବୀ ପାଇବାରେ ସେ ପ୍ରଥମ ଭାରତୀୟ କଷ୍ଟମ୍‌ସ ଅଧିକାରୀ। ଏହା ପୂର୍ବରୁ ସେ WCOର ଉପସଭାପତି ଭାବେ ୨ବର୍ଷ ଧରି କାର୍ଯ୍ୟ କରିଥିଲେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.