Below header

ନାଗବାଚା ଯାତ୍ରା, ଆଦିବାସୀ ଅଧୁଷିତ ଭୋଇପଡା ଗାଁର ୨୨ ବର୍ଷର ପରମ୍ପରା

ତୁରେକେଲା(କେନ୍ଯୁଜ୍) :  ଆଦିବାସୀ ଅଧୁଷିତ ତୁରେକେଲା ବ୍ଲକ କମେଇମୁଣ୍ଡା ପଂଚାୟତ ଭୋଇପଡା ଗାଁ ରେ ନାଗବାଚା ଯାତ୍ରା ବହୁତ ଧୁମଧାମରେ ପାଳନ କରଯାଇଛି । ଦିର୍ଘ ୨୨ ବର୍ଷ ହେଲାଣି ଭୋଇପଡା ଗାଁରେ ଏହି ନାଗବାଚା ଯାତ୍ରା ଅନୁଷ୍ଠିତ ହେଉଛି । ଏହି ଯାତ୍ରା ରେ ଆଖ ପାଖ ଜିଲ୍ଲା ରୁ ଶ୍ରଦ୍ଧାଳୁ ଆସି ନାଗବାଚା ଯାତ୍ରାରେ ଯୋଗଦେଇଥାନ୍ତି ଓ ଦୀକ୍ଷା ମଧ୍ୟ ନେଇଥାନ୍ତି । ଲୋକଙ୍କ ମନରେ ବିଶ୍ୱାସ ଅଛିଯେ କୌଣସି ବିଷଧର ସାପ କିମ୍ବା ବିଷଧର ସରିସୃପ କାମୁଡି ଥିବା ଲୋକଙ୍କୁ ଏଠାକୁ ଆସୁଥିବା ବାବା ଜୀବନ ବଂଚାଦେଇଥାନ୍ତି ବୋଲି ସ୍ଥାନିୟ ଲୋକେ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.