ଆଜି ଭୁବନେଶ୍ବରରେ ନୂଆ ସଂକ୍ରମଣ ୩୩୯ ଓ ସୁସ୍ଥ ହେଲେ ୩୪୦

ଭୁବନେଶ୍ବର(କେ ନ୍ୟୁଜ): ଗତ ୨୪ ଘଣ୍ଟାରେ ଭୁବନେଶ୍ବର ମହାନଗର ନିଗମ (ବିଏମ୍ ସି) ଅଞ୍ଚଳରୁ ୩୩୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସେଥିରୁ ଲୋକାଲ ସଂକ୍ରମଣ ମାମଲା ରହିଛି ୨୯୧ । ୩୪୦ ଜଣ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ସେହପରି ଏହାକୁ ମିଶାଇ ବିଏମ୍ ସିର ମୋଟ ସଂକ୍ରମିତଙ୍କ ସଂଖ୍ୟା ପହଞ୍ଚିଛି ୮୯୮୦୫ରେ ଓ ମୋଟ ସୁସ୍ଥ ହୋଇଛନ୍ତି ୮୮୦୨୮ । ଏବେ ବିଏମସି ଅଞ୍ଚଳରେ ୧୩୧୧ ଜଣ ସଂକ୍ରମିତ ସକ୍ରିୟ ରହିଥିବା ବେଳେ ମୋଟ ୪୪୫ ଜଣଙ୍କର ମୃତ୍ୟୁ ହୋଇଛି ।

ଭୁବନେଶ୍ବର ବିଭିନ୍ନ ଅଞ୍ଚଳର ସଂକ୍ରମିତଙ୍କ ସଂଖ୍ୟା ଏହିପରି ନିମ୍ନରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.