Below header

ରାତିରେ ନନ୍ଦନ କାନନ ବୁଲିବାର ମଜା, ଆଜିଠୁ ଆରମ୍ଭ ହୋଇଛି ନାଇଟ ଆଉଟ ଆଟ୍ ଜୁ

ରାତିରେ ନନ୍ଦନ କାନନ ବୁଲିବାର ମଜା । ଆଜିଠୁ ଆରମ୍ଭ ହୋଇଛି ନାଇଟ ଆଉଟ ଆଟ୍ ଜୁ  ବା ରାତ୍ରୀ କାଳୀନ ଭ୍ରମଣ । ପ୍ରତି ରବିବାର ରାତ୍ରିକାଳୀନ ଭ୍ରମଣ ସୁଯୋଗ ରହଛି ।

ଭୁବନେଶ୍ୱର : ରାତିରେ ନନ୍ଦନ କାନନ ବୁଲିବାର ମଜା । ଆଜିଠୁ ଆରମ୍ଭ ହୋଇଛି ନାଇଟ ଆଉଟ ଆଟ୍ ଜୁ  ବା ରାତ୍ରୀ କାଳୀନ ଭ୍ରମଣ । ପ୍ରତି ରବିବାର ରାତ୍ରିକାଳୀନ ଭ୍ରମଣ ସୁଯୋଗ ରହଛି । ସନ୍ଧ୍ୟା ସାଢେ ୬ଟାରୁ ରାତି ସାଢେ ୮ଟା ଯାଏ ବୁଲିବେ ପର୍ଯ୍ୟଟକ । ଆଜିଠୁ ଆରମ୍ଭ ହୋଇଛି ରାତ୍ରୀକାଳୀନ ଭ୍ରମଣ କାର୍ଯ୍ୟକ୍ରମ । ମାତ୍ର ୨୦ ଜଣଙ୍କ ଲାଗି ଏହି ସୁବିଧା ରହିଛି । ମୁଣ୍ଡ ପିଛା ଟିକେଟର ଦାମ ରହିଛି ୨୫୦ ଟଙ୍କା । ଅନଲାଇନରେ ଟିକେଟ ବୁକିଂ ହେଉଛି । ରାତିରେ କିପରି ରାତିଚର ବସବାସ କରନ୍ତି ତାହା ଜାଣିବେ ପର୍ଯ୍ୟଟକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.