ଆପାର୍ଟମେଣ୍ଟ ପଞ୍ଜୀକରଣ ପାଇଁ ଫିଟିଲା ବାଟ, ଏବେ କିଣାବିକା ସହଜ ହେବ

ରାଜ୍ୟରେ ଫ୍ଲାଟ କିଣାବିକା ପାଇଁ ଫିଟିଲା ବାଟ। ଜାରି ହେଲା ଓଡ଼ିଶା ଆପାର୍ଟମେଣ୍ଟ ଓନରସିପ ଓ ମ୍ୟାନେଜମେଣ୍ଟ ରୁଲସ। ଏନେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରିଛି। ନୂଆ ନିୟମ ଅନୁଯାୟୀ ଆପାର୍ଟମେଣ୍ଟର ପାର୍କ, ପାର୍କିଂ ଏରିଆ ଓ ସର୍ବସାଧାରଣ ସ୍ଥାନ ଆଦିକୁ ସଂଘକୁ ହସ୍ତାନ୍ତର କରିବେ।

ଭୁବନେଶ୍ୱର (କେନ୍ୟୁଜ) :  ରାଜ୍ୟରେ ଫ୍ଲାଟ କିଣାବିକା ପାଇଁ ଫିଟିଲା ବାଟ। ଜାରି ହେଲା ଓଡ଼ିଶା ଆପାର୍ଟମେଣ୍ଟ ଓନରସିପ ଓ ମ୍ୟାନେଜମେଣ୍ଟ ରୁଲସ। ଏନେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରିଛି। ନୂଆ ନିୟମ ଅନୁଯାୟୀ ଆପାର୍ଟମେଣ୍ଟର ପାର୍କ, ପାର୍କିଂ ଏରିଆ ଓ ସର୍ବସାଧାରଣ ସ୍ଥାନ ଆଦିକୁ ସଂଘକୁ ହସ୍ତାନ୍ତର କରିବେ। ଆପାର୍ଟମେଣ୍ଟ କ୍ରେତା ସଂଘ ନିକଟରେ ରହିବ ଆପାର୍ଟମେଣ୍ଟ ପରିଚାଳନା ଦାୟିତ୍ବ ।