Below header

ନୟାଗଡ଼ରେ ବସ ଓଲଟି ଜଣେ ମୃତ, ଦୁର୍ଘଟଣାରେ ୧୫ରୁ ଅଧିକ ଆହତ

ନୟାଗଡ଼(କେନ୍ୟୁଜ୍): ନୟାଗଡ଼ରେ ଓଲଟିଲା ଯାତ୍ରୀବାହୀ ବସ । ଜଣେ ମୃତ, ୧୫ରୁ ଅଧିକ ଆହତ। ଖଣ୍ଡପଡ଼ାର ଜଗନ୍ନାଥ ପ୍ରସାଦ ଦରଦା ଗାଁ ନିକଟରେ ଓଲଟିଲା ବସ। ବ୍ରହ୍ମପୁରରୁ ଖଣ୍ଡପଡ଼ା ଦେଇ ନରସିଂହପୁର ଯାଉଥିବା ବସ ଓଲଟି ପଡ଼ିଥିଲା।

ଏଥିରେ ଜଣଙ୍କର ମୃତ୍ୟୁ ଘଟିଛି। ବସରେ ୬୦ରୁ ଅଧିକ ଯାତ୍ରୀ ଥିଲେ। ଆହତମାନଙ୍କୁ ଖଣ୍ଡପଡ଼ା ଓ ନୟାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ରାସ୍ତା କାମ ଚାଲିଥିବାରୁ ରାସ୍ତା ଖୋଳାଯାଇଥିବାରୁ ଦୁର୍ଘଟଣା ଘଟିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.