କେନ୍ଦୁଝର: ବାଇକ ଦୁର୍ଘଟଣାରେ ଜଣେ ମୃତ, ତିନି ଗୁରୁତର

କେନ୍ଦୁଝର (କେ ନ୍ୟୁଜ): କେନ୍ଦୁଝର ସଦର ଥାନା ବାଉରୀପଦା ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି । ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ତିନି ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଆଜି ଅପରାହ୍ନରେ ବାଉରୀପଦା ଗ୍ରାମ ପଞ୍ଚାୟତର ମୁକୁନା କାଜୁ ବଗିଚା ନିକଟରେ ଦୁଇ ବାଇକ ମୁହାମୁହଁ ହେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.