Below header

କେନ୍ଦୁଝର ଠାକୁରାଣୀ ସିରାଜୁଦ୍ଦିନ ହଟିଂରେ ଗୋଷ୍ଠୀ ସଂଘର୍ଷ: ଜଣଙ୍କ ମୃତ୍ୟୁ, ୩ ଭାଇ ଥାନାରେ ଅଟକ

ଯୋଡା(କେନ୍ଯୁଜ୍): କେନ୍ଦୁଝର ବଡ଼ବିଲ ଥାନା ଠାକୁରାଣୀ ସିରାଜୁଦ୍ଦିନ ହଟିଂରେ ଗୋଷ୍ଠୀ ସଂଘର୍ଷ । ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ମୃତକ ଜଣକ ହେଲେ ନାରଣ ପୂର୍ତ୍ତୀ ।

ହତ୍ୟା ଅଭିଯୋଗରେ ୩ ଭାଇଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି । ନାରଣଙ୍କ ମାଡ଼ରେ ଚନ୍ଦ୍ର ଗୋପ ଗୁରୁତର ଆହତ ହୋଇଥିବା ବେଳେ ତିନି ଭାଇ ଚନ୍ଦ୍ର, ଇନ୍ଦ୍ର ଓ ଆକାଶ ଛୁରୀରେ ଆକ୍ରମଣ କରିଥିଲେ । ଫଳରେ ନାରଣଙ୍କ ମୃତ୍ୟୁ ଘଟିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.