Below header

କେନ୍ଦୁଝର ଜିଲ୍ଲାରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ

କେନ୍ଦୁଝର: କେନ୍ଦୁଝର ଜିଲ୍ଲାରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଏହାକୁ ମିଶାଇ ଜିଲ୍ଲାର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ରେ ପହଁଚିଥିବା ବେଳେ ରାଜ୍ୟରେ ଏହି ସଂଖ୍ୟା ୧୬୨ରେ ପହଂଚିଛି । ସୂଚନା ଦେବା ଯୋଗ୍ୟକି, ଆଜି ଗୋଟିଏ ଦିନରେ ରାଜ୍ୟରୁ ଏଯାବତ ୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୂଚନା ଅନୁଯାୟୀ, ଚିହ୍ନଟ ହୋଇଥିବା ଆକ୍ରାନ୍ତ ଜଣେ ୩୦ ବର୍ଷୀୟ ଯୁବକ ହୋଇଥିବା ବେଳେ ସେ କୋଲକାତା ଫେରନ୍ତା ବୋଲି ଜଣାଯାଇଛି | ଯୁବକ ଜଣଙ୍କ ହାଟଡିହି ଅଞ୍ଚର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.