Below header

ଭାରସାମ୍ୟ ହରାଇ ଘାଟିରେ ଓଲଟିଲା ପିଆଜ ବୋଝେଇ ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର୍ ଓ ହେଲପର୍

ଭାରସାମ୍ୟ ହରାଇ ଘାଟିରେ ଓଲଟିଲା ପିଆଜ ବୋଝେଇ ଟ୍ରକ୍ । ଅଳ୍ପକେ ବର୍ତ୍ତିଲେ ଟ୍ରକ୍ ଡ୍ରାଇଭର୍ ଓ ହେଲପର୍ । କେନ୍ଦୁଝର ଜିଲ୍ଲା ସଦର ଥାନା ଜୁଡ଼ିଆ ଘାଟିରେ ଓହ୍ଲାଉଥିବା ବେଳେ, ଭାରସାମ୍ୟ ହରାଇ ନାସିକରୁ ବାଲେଶ୍ଵର ଯାଉଥିବା ଏକ ପିଆଜ ବୋଝେଇ ଟ୍ରକ୍ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା ।

କେନ୍ଦୁଝର : ଭାରସାମ୍ୟ ହରାଇ ଘାଟିରେ ଓଲଟିଲା ପିଆଜ ବୋଝେଇ ଟ୍ରକ୍ । ଅଳ୍ପକେ ବର୍ତ୍ତିଲେ ଟ୍ରକ୍ ଡ୍ରାଇଭର୍ ଓ ହେଲପର୍ । କେନ୍ଦୁଝର ଜିଲ୍ଲା ସଦର ଥାନା ଜୁଡ଼ିଆ ଘାଟିରେ ଓହ୍ଲାଉଥିବା ବେଳେ, ଭାରସାମ୍ୟ ହରାଇ ନାସିକରୁ ବାଲେଶ୍ଵର ଯାଉଥିବା ଏକ ପିଆଜ ବୋଝେଇ ଟ୍ରକ୍ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା ।

ଫଳରେ ଟ୍ରକ୍ ଭିତରୁ ଅନେକ ପିଆଜ ବସ୍ତା ବାହାରେ ପଡ଼ି ଯାଇଥିଲା । ବାହାରେ ପଡ଼ିଥିବା କିଛି ପିଆଜ ପଥଚାରୀ ନେଇ ଯାଇଥିବା ବେଳେ, ଖବର ପାଇ ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.