Below header

ନର୍ସିଂ ଅଫିସର ଓ ପାରା ମେଡିକାଲ ଷ୍ଟାଫ ନିଯୁକ୍ତି ନେଇ ପ୍ରତିବନ୍ଧକ ହଟାଇଲେ ଓଡିଶା ହାଇକୋର୍ଟ

ନର୍ସିଂ ଅଫିସର ଓ ପାରା ମେଡିକାଲ ଷ୍ଟାଫ ନିଯୁକ୍ତି ନେଇ ହଟିଲା ରୋକ। ପ୍ରତିବନ୍ଧକ ହଟାଇଲେ ଓଡିଶା ହାଇକୋର୍ଟ। ୩୦ଟି ଜିଲ୍ଲା ଓ ବିଭିନ୍ନ ମେଡିକାଲ କଲେଜରେ ନିଯୁକ୍ତି ପ୍ରକ୍ରିୟା ଉପରେ ରୋକ ହଟାଇଛନ୍ତି ହାଇକୋର୍ଟ। ନର୍ସିଂ ଅଫିସର ଓ ପାରାମେଡିକାଲ ଷ୍ଟାଫ୍ ନିଯୁକ୍ତି ପ୍ରକ୍ରିୟା ସ୍ଵାଭାବିକ ଚାଲିବ।

କୋଭିଡ୍ ସମୟରେ ନିଯୁକ୍ତି ପାଇଥିବା କିଛି ପାରା ମେଡିକାଲ ଷ୍ଟାଫ୍ ଏହି ମାମଲା କରିଥିଲେ। କୋଭିଡ ସମୟରେ ସେମାନେ କାମ କରିଥିବା ଯୋଗୁଁ ନୂଆ ନିଯୁକ୍ତି ରେ ସେମାନଂକୁ ଅଗ୍ରାଧିକାର ମିଳୁ ବୋଲି ଆବେଦନ କରିଥିଲେ। ପୂର୍ବରୁ ମେ ୧ ରେ ମାମଲାର ବିଚାର ନ ସରିବା ଯାଏଁ ନୂଆ ନିଯୁକ୍ତି ଉପରେ ରୋକ୍ ଲଗାଇଥିଲେ ହାଇକୋର୍ଟ। କୋର୍ଟ ଏହି ପ୍ରତିବନ୍ଧକ ହଟାଇବା ପରେ ନିଯୁକ୍ତି ପାଇବେ ୭୪୮୩ ନର୍ସିଂ ଅଫିସର।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.