Below header

ଛେଳିକୁ ଜିଅନ୍ତା ଗିଳିଦେଲା ଅଜଗର

ଛେଳିକୁ ଜିଅନ୍ତା ଗିଳିଦେଲା ବିରାଟ ଅଜଗର ା ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ଥାନା ଅନ୍ତର୍ଗତ କଳାପଥର ଗାଁରେ ଘଟିଛି ଏଭଳି ଏକ ଘଟଣା ା ଗାଁର କଟାବନ୍ଧ ନିକଟ ନାଳରେ ଦେଖିବାକୁ ମିଳିଛି ଏଭଳି କିଛି ଦୃଶ୍ୟ ା

ସୁବର୍ଣ୍ଣପୁର : ଛେଳିକୁ ଜିଅନ୍ତା ଗିଳିଦେଲା ବିରାଟ ଅଜଗର ା ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ଥାନା ଅନ୍ତର୍ଗତ କଳାପଥର ଗାଁରେ ଘଟିଛି ଏଭଳି ଏକ ଘଟଣା ା ଗାଁର କଟାବନ୍ଧ ନିକଟ ନାଳରେ ଦେଖିବାକୁ ମିଳିଛି ଏଭଳି କିଛି ଦୃଶ୍ୟ ା

ଗାଁର ସଦାନନ୍ଦ କର୍ଣ୍ଣଙ୍କ ଏକ ଛେଳି ଏହି ନାଳ ନିକଟକୁ ଚରିବାକୁ ଯାଇଥିବାବେଳେ ଏହି ବିରାଟ ଅଜଗରଟି ତାକୁ ଜୀବନ୍ତ ଗିଳିଦେଇ ଗୁଡାଇ ଧରିଥିବା ଦେଖିବାକୁ ମିଳିଛି ା ଏହି ଖବର ଜଣାପଡିବା ପରେ ଘଟଣାସ୍ଥଳରେ କଳାପଥର ଗାଁର ଶହ ଶହ ଲୋକ ରୁଣ୍ଡ ହୋଇଯାଇଥିଲେ ା  ତେବେ ଏନେଇ ବନ ବିଭାଗ ପାଖରେ ଖବର ପହଂଚିନଥିବାରୁ ଘଟଣାସ୍ଥଳରେ ଖବର ଲେଖା ହେବା ଯାଏଁ ବନ ବିଭାଗ କର୍ମଚାରୀ ପହଂଚିନଥିବା ଜଣାଯାଇଛି ା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.