Below header

ଆଶ୍ଚର୍ଯ୍ୟର କଥା, ଚାରି ବର୍ଷ ତଳର ଚନ୍ଦ୍ରଯାନ-୨ ସ୍ୱାଗତ କଲା ଚନ୍ଦ୍ରଯାନ-୩କୁ …….Welcome buddy

ଚନ୍ଦ୍ରଯାନ-୨ ଚନ୍ଦ୍ରଯାନ-୩କୁ ସ୍ୱାଗତ ଜଣାଇଛି ‘Welcome, buddy’

ଆସନ୍ତାକାଲି ଚନ୍ଦ୍ରଯାନ-୩ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ ଚନ୍ଦ୍ରଯାନ-୩ । ତାକୁ ନେଇ ସାରା ଦେଶରେ ଉତ୍ସାହ ଓ ଉଦ୍ଦୀପନା । ତେବେ ଏହି ପରିପ୍ରେକ୍ଷୀରେ ଭାରତର ଚନ୍ଦ୍ରଯାନ-୨ ଅଭିଯାନକୁ ମନେ ପକାଇ ଦେଇଛି । ଚନ୍ଦ୍ରଯାନ-୨ ଏବେବି ଚନ୍ଦ୍ରପୃଷ୍ଠରେ ରହିଛି ଏବଂ ତାର ପ୍ରତିକ୍ରିୟା ଦେଇଛି । ଇସ୍ରୋର ସୂଚନା ଅନୁସାରେ ଚନ୍ଦ୍ରଯାନ-୨ ଆଜି ଚନ୍ଦ୍ରଯାନ-୩କୁ ସ୍ୱାଗତ ଜଣାଇଛି । ଲେଖିଛି ‘Welcome, buddy’ । ଦୁଇଟି ଯାକ ଚନ୍ଦ୍ରଯାନ ଭିତରେ ଯୋଗାଯୋଗ ସମ୍ଭବ ହେବା ପରେ ଏପରି ଘଟିଛି ।
ସୂଚନା ଥାଉକି, ୨୦୧୯ରେ ଚନ୍ଦ୍ରଯାନ-୨ ଚନ୍ଦ୍ରପୃଷ୍ଠରେ ଅବତରଣ କରିଥିଲା । ତେବେ ସଫ୍ଟ ଲାଣ୍ଡ କରିବାରେ ବିଫଳ ହୋଇଥିଲା । ଏହାର ଲାଣ୍ଡର ସହ ଆଉ ଯୋଗାଯୋଗ ହୋଇ ପାରିନଥିଲା ।

tweet

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.