ଚନ୍ଦ୍ରଯାନ-୩ରେ ଥିବା ରୋଭର ଖୋଲିଲା ଚନ୍ଦ୍ର ପୃଷ୍ଠର ରହସ୍ୟ
ଖୋଲିଲା ଚନ୍ଦ୍ର ଥଣ୍ଡା ହେବାର ରାଜ୍ । ଚନ୍ଦ୍ରଯାନ-୩ରେ ଥିବା ରୋଭର ଖୋଲିଲା ଚନ୍ଦ୍ର ପୃଷ୍ଠର ରହସ୍ୟ । ରୋଭରରେ ଲାଗିଥିବା 'ଆଲଫା ପାର୍ଟିକଲ ଏକ୍ସରେ ସ୍ପେକ୍ଟୋମିଟର' ବା APEX ଚନ୍ଦ୍ରର ଦକ୍ଷିଣ ମେରୁରେ ଥିବା ଉପର ମାଟିର ସଂରଚନା ନେଇ ଅନେକ ରୋଚକ ତଥ୍ୟ ଦେଇଛି । ଏହି ତଥ୍ୟ ଅନୁସାରେ…