Below header
Browsing Tag

chandrayaan-3

ମୁନ୍ ମିଶନରେ ସାମିଲ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

କେନ୍ୟୁଜ୍(ବ୍ୟୁରୋ): ଇସ୍ରୋ ବୈଜ୍ଞାନିକଙ୍କୁ  ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଚନ୍ଦ୍ରଯାନ-୩ ର ସଫଳ ଲ୍ୟାଣ୍ଡିଂ ପରେ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ । ଭାରତୀୟ ବୈଜ୍ଞାନିକଙ୍କ ପାଇଁ ଆଜି ଐତିହାସିକ ଦିନ । ମାନବ ସମାଜ ପାଇଁ ଅଭୂତପୂର୍ବ ଉପଲବ୍ଧି । ମୁନ୍ ମିଶନରେ…

ଜହ୍ନମାମୁଁ ଦୂର ନୁହେଁ…ଏହା କେବଳ ଏକ ଭ୍ରମଣ; ‘ଚନ୍ଦ୍ରଯାନ-୩’ର ସଫଳ ଲ୍ୟାଣ୍ଡିଂ ଉପରେ କହିଲେ ପିଏମ୍‌ ମୋଦି

ମିଶନ ମୁନ୍‌ର ସଫଳତା ପରେ ଏବେ ମିଶନ ସୂର୍ଯ୍ୟ ଓ ଶୁକ୍ର ଟାର୍ଗେଟ୍‌। ଚନ୍ଦ୍ରଯାନ-୩ର ସଫଳ ସଫ୍ଟ ଲ୍ୟାଣ୍ଡିଂ ପରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଜୋହାନ୍ସବର୍ଗରୁ ଟେଲିଫୋନ ଯୋଗେ ଇସ୍ରୋ ଅଧ୍ୟକ୍ଷ ଏସ୍‌. ସୋମନାଥଙ୍କୁ ବଧେଇ ଜଣାଇଛନ୍ତି। ଚନ୍ଦ୍ରର…

ଜହ୍ନରେ ଓହ୍ଲାଇଲା ‘ଚନ୍ଦ୍ରଯାନ-୩’, ସଫଳ ହେଲା ଭାରତର ମୁନ୍‌ ମିଶନ

ଇତିହାସ ରଚିଲା ଭାରତ। ଜହ୍ନରେ ପାଦ ଥାପିଲା ‘ଚନ୍ଦ୍ରଯାନ-୩’। ସଫଳ ହେଲା ଭାରତର ମୁନ୍‌ ମିଶନ। ଦେଶ ପାଇଁ ଗୌରବ ଆଣିଲା ଇସ୍ରୋ। ବୁଧବାର ସନ୍ଧ୍ୟା ୬ଟା ୪ ମିନିଟ୍‌ରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିଛି ଲ୍ୟାଣ୍ଡର୍‌ ବିକ୍ରମ। ଭାରତର ଏହି ମୁନ୍ ମିଶନକୁ ସାରା ବିଶ୍ୱ କରିଥିଲା ଅପେକ୍ଷା।…

ଆଉ କିଛି ସମୟ ପରେ ଚନ୍ଦ୍ରରେ ପାଦ ଥାପିବ ଇସ୍ରୋର ବହୁ ପ୍ରତିକ୍ଷୀତ ଚନ୍ଦ୍ରଯାନ-୩

ଆଉ ମାତ୍ର ୨ ଘଣ୍ଟାର ଅପେକ୍ଷା । ଜହ୍ନ ରାଇଜରେ ପାଦ ଥାପିବା ପରେ ଭାରତକୁ ମିଳିବ ବଡ ସଫଳତା । ୪୦ ଦିନର ଯାତ୍ରା ପରେ ଆଜି ଚନ୍ଦ୍ରପୃଷ୍ଠରେ ଅବତରଣ କରିବ ଚନ୍ଦ୍ରଯାନ-୩ । ମିଶନ ସଫଳ ହେଲେ ଜହ୍ନରେ ନୂଆ ଇତିହାସ ଲେଖିବ ଇସ୍ରୋ । ଆଉ କିଛି ସମୟ ପରେ ପାଦ ଥାପିବ ଇସ୍ରୋର ବହୁ ପ୍ରତିକ୍ଷୀତ…

ଚନ୍ଦ୍ରଯାନ-୩ ପାଇଁ କିସ ବିଶ୍ବ ବିଦ୍ୟାଳୟରେ ଚାଲିଛି ପ୍ରାର୍ଥନା, ପ୍ଲାକାର୍ଡ ଧରି ଶୁଭେଚ୍ଛା ଜଣାଇଲେ ଛାତ୍ରଛାତ୍ରୀ

ଭୁବନେଶ୍ୱର (କେନ୍ୟୁଜ): ଆଜି ଭାରତ ପାଇଁ ଚନ୍ଦ୍ରଯାନ ମୁହୂର୍ତ୍ତ। ଚନ୍ଦ୍ରଯାନ-୩କୁ ନେଇ ଭୁବନେଶ୍ୱରରେ କିସ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି । ସଫଳ ଲ୍ୟାଣ୍ଡିଂ ପାଇଁ କିସ ବିଶ୍ବ ବିଦ୍ୟାଳୟରେ ପୂଜାର୍ଚ୍ଚନା ସହ ହଜାର ହଜାର ଛାତ୍ର ଛାତ୍ରୀ ଏକାଠି ହୋଇ…

ଭାରତ ରଚିବ ଇତିହାସ: ଚନ୍ଦ୍ରଯାନ-୩ର ସଫଳତା ପାଇଁ ସବୁଠି ଚାଲିଛି ଯଜ୍ଞ ଓ ନମାଜ ପାଠ

ନୂଆଦିଲ୍ଲୀ : ଚନ୍ଦ୍ରରେ ଅବତରଣ କରି ଭାରତ ଇତିହାସ ସୃଷ୍ଟି କରିବାକୁ ଯାଉଛି। ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ)ର ଚନ୍ଦ୍ରଯାନ-୩ ଆଜି ସନ୍ଧ୍ୟା ୬ଟା ୪ରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଚନ୍ଦ୍ରଯାନର ସଫଳ ଲ୍ୟାଣ୍ଡିଂ ପାଇଁ ଦେଶ ବିଦେଶରେ…

ଆଜି ଜହ୍ନକୁ ଛୁଇଁବ ଭାରତ: ବାଲୁକା କଳାରେ ଇସ୍ରୋକୁ ଶୁଭକାମନା ଜଣାଇଲେ ସୁଦର୍ଶନ ପଟ୍ଟନାୟକ

ପୁରୀ (କେନ୍ୟୁଜ): ଚନ୍ଦ୍ରଯାନ-୩ର ସଫଳତା ନେଇ ବାଲୁକା କଳା ମାଧ୍ୟମରେ ଇସ୍ରୋକୁ ଶୁଭେଛା ଜଣାଇଛନ୍ତି ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ପୁରୀ ନିଳାଦ୍ରୀ ବେଳାଭୂମିରେ ପ୍ରାୟ ୧୦ ଟନ୍ ବାଲିରେ ୧୫ଫୁଟ ଲମ୍ବ ଓ ୧୦ ଫୁଟ ଉଚ୍ଚତାର ଏହି ଆକର୍ଷଣୀୟ ବାଲୁକାକୃତି ନିର୍ମାଣ କରିଛନ୍ତି। ଏ ଏଥିରେ…

ଐତିହାସିକ ମୁହୂର୍ତ୍ତକୁ ସାରା ଦେଶର ଅପେକ୍ଷା ; ଆଜି ଜହ୍ନରେ ଓହ୍ଲାଇବ ଲ୍ୟାଣ୍ଡର ବିକ୍ରମ

ନୂଆଦିଲ୍ଲୀ : ଆଜି ଭାରତ ଓ ବିଶ୍ବ ପାଇଁ ବେଶ୍ ଗୁରୁତ୍ବପୂର୍ଣ୍ଣ ଦିନ। ଜହ୍ନରେ ଓହ୍ଲାଇବ ଲ୍ୟାଣ୍ଡର ବିକ୍ରମ। ଆଉ ୧୧ ଘଣ୍ଟାରୁ କମ୍ ସମୟ। ଚନ୍ଦ୍ରରେ ନୂଆ ଇତିହାସ ସୃଷ୍ଟି କରିବ ଭାରତ। ଅବତରଣ କରିବ ଚନ୍ଦ୍ରଯାନ-୩ର ଲ୍ୟାଣ୍ଡର ବିକ୍ରମ। ସଂଧ୍ୟା ୫ ଟା ୪୫ରୁ ଆରମ୍ଭ ହେବ ପାୱାର ଡିସେଣ୍ଟ। ପ୍ରାୟ…

ଆଶ୍ଚର୍ଯ୍ୟର କଥା, ଚାରି ବର୍ଷ ତଳର ଚନ୍ଦ୍ରଯାନ-୨ ସ୍ୱାଗତ କଲା ଚନ୍ଦ୍ରଯାନ-୩କୁ …….Welcome buddy

ଆସନ୍ତାକାଲି ଚନ୍ଦ୍ରଯାନ-୩ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ ଚନ୍ଦ୍ରଯାନ-୩ । ତାକୁ ନେଇ ସାରା ଦେଶରେ ଉତ୍ସାହ ଓ ଉଦ୍ଦୀପନା । ତେବେ ଏହି ପରିପ୍ରେକ୍ଷୀରେ ଭାରତର ଚନ୍ଦ୍ରଯାନ-୨ ଅଭିଯାନକୁ ମନେ ପକାଇ ଦେଇଛି । ଚନ୍ଦ୍ରଯାନ-୨ ଏବେବି ଚନ୍ଦ୍ରପୃଷ୍ଠରେ ରହିଛି ଏବଂ ତାର ପ୍ରତିକ୍ରିୟା ଦେଇଛି ।…

ଚନ୍ଦ୍ର ଉପରେ ଲ୍ୟାଣ୍ଡିଂ ପୂର୍ବରୁ ଭାରତରେ ପ୍ରସ୍ତୁତ ହେଲା ଆଉ ଏକ ‘ଚନ୍ଦ୍ରଯାନ-୩’, ତିଆରି କରିବାରେ ଲାଗିଲା ୪୮…

ଚନ୍ଦ୍ରଯାନ-୩ର ସଫଳ ଲଞ୍ଚିଂ ପରେ ଏବେ ଚନ୍ଦ୍ର ଉପରେ ସଫଳ ଲ୍ୟାଣ୍ଡିଂର ଆଶା ରଖିଛନ୍ତି ପ୍ରତ୍ୟେକ ଭାରତୀୟ। ଇସ୍ରୋ ବୈଜ୍ଞାନିକମାନଙ୍କ ମନୋବଳ ବୃଦ୍ଧି ପାଇଁ ଦେଶର ବିଭିନ୍ନ ଜାଗାରେ କାର୍ଯ୍ୟକ୍ରମମାନ ହେଉଛି। ଏହି କ୍ରମରେ ତାମିଲନାଡ଼ୁର ଜଣେ ସୁନା କାରିଗର ଚନ୍ଦ୍ରଯାନ-୩ର ଏକ ମଡେଲ୍‌ ପ୍ରସ୍ତୁତ…

ଚନ୍ଦ୍ରଯାନ-୩ର ଅବତରଣ ନେଇ କାଉଣ୍ଟଡାଉନ୍, କାଲି ସନ୍ଧ୍ୟା ୬ଟା ୪ ମିନିଟର ଲ୍ୟାଣ୍ଡିଂ କରିବ ଚନ୍ଦ୍ରଯାନ

ନୂଆଦିଲ୍ଲୀ : ଚନ୍ଦ୍ରଯାନ-୩ର ଅବତରଣ ନେଇ ଅବଗଣନା ଚାଲିଛି । ଆସନ୍ତାକାଲି ଇତିହାସ ରଚିବା ଅପେକ୍ଷାରେ ରହିଛି ଇସ୍ରୋ । ୩୬ ଘଣ୍ଟା ପରେ ଲ୍ୟାଣ୍ଡିଂ । କାଲି ସନ୍ଧ୍ୟା ୬ଟା ୪ ମିନିଟରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ ଚନ୍ଦ୍ରଯାନ । ଏହି ଐତିହାସିକ ମୁହୂର୍ତ୍ତକୁ ସାରା ଦେଶ ଅପେକ୍ଷା କରି…

ବଦଳିଲା ଚନ୍ଦ୍ରଯାନ-୩ର ଲ୍ୟାଣ୍ଡିଂ ସମୟ, ଅଗଷ୍ଟ ୨୩ ଅପରାହ୍ନ ୫ଟା ୨୭ରୁ ସଫ୍ଟ ଲ୍ୟାଣ୍ଡିଂ ପ୍ରକ୍ରିୟାର ହେବ…

ମୁନ୍ ମିଶନରେ ସଫଳତାର ସହ ଆଗକୁ ବଢୁଛି ଚନ୍ଦ୍ରଯାନ-୩। ଆଉ ମାତ୍ର ୨ ଦିନ ପରେ ଚନ୍ଦ୍ରରେ ଅବତରଣ କରିବ ଚନ୍ଦ୍ରଯାନ। ବଦଳିଲା ଚନ୍ଦ୍ରଯାନ-୩ର ଲ୍ୟାଣ୍ଡିଂ ସମୟ। ଆସନ୍ତା ୨୩ ତାରିଖ ସନ୍ଧ୍ୟା ୬ଟା ୪ ମିନିଟରେ ଲ୍ୟାଣ୍ଡିଂ କରିବ ଚନ୍ଦ୍ରଯାନ-୩। ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ଅବତରଣ କରିବ…