Browsing Tag

chandrayaan-3

ଅନ୍ତିମ ପର୍ଯ୍ୟାୟରେ ମୁନ ମିଶନ, ଲ୍ୟାଣ୍ଡିଂ ପ୍ରକ୍ରିୟାର ନିକଟବର୍ତ୍ତୀ ହେଲା ଲ୍ୟାଣ୍ଡର ବିକ୍ରମ

ନୂଆଦିଲ୍ଲୀ : ଜହ୍ନ ରାଇଜକୁ ଆଉ ପାଦେ ଦୂର। ଲ୍ୟାଣ୍ଡିଂ ପ୍ରକ୍ରିୟାର ନିକଟବର୍ତ୍ତୀ ହେଲା ଲ୍ୟାଣ୍ଡର ବିକ୍ରମ। ଡି-ବୁଷ୍ଟିଂ ପରେ ଚନ୍ଦ୍ରର ଆଉ ଏକ ନିମ୍ନ କକ୍ଷପଥରେ ପ୍ରବେଶ କରିଛି ଚନ୍ଦ୍ରଯାନ-୩। ଏଣିକି ଧିମା ହେବ ଚନ୍ଦ୍ରଯାନର ଗତି। ଏବେ ଚନ୍ଦ୍ରର ୧୧୩ ଗୁଣନ ୧୫୭ କିଲୋମିଟର କକ୍ଷପଥକୁ…

ଚନ୍ଦ୍ରକୁ ଛୁଇଁବାକୁ ଆଉ ୫ ଦିନ, ଆଜି ଅପରାହ୍ଣ ୪ଟାରେ ଲ୍ୟାଣ୍ଡର ବିକ୍ରମ ନିମ୍ନ କକ୍ଷପଥକୁ ଓହ୍ଲାଇବ

ନୂଆଦିଲ୍ଲୀ : ଚନ୍ଦ୍ରର ଅତି ନିକଟତର ହେଉଛି ଚନ୍ଦ୍ରଯାନ । ପ୍ରପଲସନ୍ ମଡ୍ୟୁଲଠାରୁ ଅଲଗା ହେବା ପରେ ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ର କକ୍ଷପଥରେ ପରିକ୍ରମା କରୁଛି । ଆଜି ଆଉ ଗୋଟିଏ ଅପରେସନ୍ ରହିଛି । ଅପରାହଣ ୪ଟାରେ ନିମ୍ନ କକ୍ଷପଥକୁ ଓହ୍ଲାଇବ । ଅର୍ଥାତ ଉଚ୍ଚତା ହ୍ରାସ କରାଯିବ । ୨୦ ତାରିଖ…

‘ଚନ୍ଦ୍ରଯାନ-୩’କୁ ବଡ଼ ସଫଳତା, ପ୍ରୋପଲ୍‌ସନ ମଡ୍ୟୁଲ୍‌ରୁ ଅଲଗା ହେଲା ଲ୍ୟାଣ୍ଡର୍‌

ଚନ୍ଦ୍ରଯାନ-୩ ଚନ୍ଦ୍ର ଉପରେ ଲ୍ୟାଣ୍ଡିଂ କରିବା ପୂର୍ବରୁ ଇସ୍ରୋକୁ ମିଳିଛି ବଡ଼ ସଫଳତା। ଗୁରୁବାର ଦିନ ୧ଟା ୮ ମିନିଟ୍‌ରେ ଚନ୍ଦ୍ରଯାନ-୩ ଦୁଇ ଭାଗରେ ବିଭକ୍ତ ହୋଇଛି। ଏହା ଲ୍ୟାଣ୍ଡିଂ ପୂର୍ବରୁ ଗୁରୁତ୍ୱପୂର୍ଣ୍ଣ ପ୍ରକ୍ରିୟା ଥିଲା। ଏହି ପ୍ରକ୍ରିୟାରେ ଚନ୍ଦ୍ରଯାନ-୩ର ପ୍ରୋପଲ୍‌ସନ ଓ…

ସଫଳତା ପଥେ ଚନ୍ଦ୍ରଯାନ-୩: ସରିଲା କକ୍ଷପଥ ଯାତ୍ରା, ଆଜି ଅଲଗା ହେବେ ‘ଲ୍ୟାଣ୍ଡର’ ଓ…

ନୂଆଦିଲ୍ଲୀ : ସରିଲା ଚନ୍ଦ୍ରଯାନ-୩ର କକ୍ଷପଥ ଯାତ୍ରା । ଆଜି ଅଲଗା ହେବେ 'ଲ୍ୟାଣ୍ଡର' ଓ 'ରୋଭର' । ୩୪ ଦିନ ଧରି ଏକାଠି ମହାକାଶ ଯାତ୍ରା କରିବା ପରେ ଆଜି ଲ୍ୟାଣ୍ଡର ବିକ୍ରମ ଏବଂ ପ୍ରପଲସନ୍ ମଡ୍ୟୁଲ୍ ପରସ୍ପରଠାରୁ ପୃଥକ ହେବେ । ଏହାପରେ ରୋଭର ‘ପ୍ରଜ୍ଞା’କୁ ଧରି ଚନ୍ଦ୍ରପୃଷ୍ଠରେ ଓହ୍ଲାଇବାକୁ…

ଚନ୍ଦ୍ରର ଆହୁରି ନିକଟତର ହେବ ଚନ୍ଦ୍ରଯାନ-୩: ଆଜି ପଞ୍ଚମ କକ୍ଷପଥରେ କରିବ ପ୍ରବେଶ

ନୂଆଦିଲ୍ଲୀ : ମୁନ୍ ମିଶନରେ ଆଜି ଗୁରୁତ୍ବପୂର୍ଣ୍ଣ ଦିନ । ଚନ୍ଦ୍ରର ଅତି ନିକଟତର ହେବ ଚନ୍ଦ୍ରଯାନ-୩ । ଆଜି ପୁଣି ବଦଳାଇବ କକ୍ଷପଥ । ସକାଳ ୮ଟା ୩୮ ମିନିଟରୁ ୮ଟା ୩୯ ଭିତରେ ପଞ୍ଚମ କକ୍ଷପଥରେ ପ୍ରବେଶ କରିବ ଚନ୍ଦ୍ରଯାନ-୩ । ଏହି ପ୍ରକ୍ରିୟା ପାଖାପାଖି ୩ ଘଣ୍ଟା ଧରି ଚାଲିବ ।…

ଚନ୍ଦ୍ରର ପାଖାପାଖି ହେଲା ‘ଚନ୍ଦ୍ରଯାନ-୩’, ମିଶନ ମୁନ୍‌ ପାଇଁ ବଡ଼ ଦିନ ହେବ ଅଗଷ୍ଟ ୧୬

ଭାରତୀୟ ମହାକାଶ ଅନୁସନ୍ଧାନ ସଂସ୍ଥା (ISRO)ର ମିଶନ ‘ଚନ୍ଦ୍ରଯାନ-୩’ ଚନ୍ଦ୍ରର ଆହୁରି ନିକଟରେ ପହଞ୍ଚିଯାଇଛି। ଉତ୍‌କ୍ଷେପଣର ଏକ ମାସ ପରେ ସୋମବାର ଚନ୍ଦ୍ରଯାନ-୩ ଚନ୍ଦ୍ରର ଚତୁର୍ଥ କକ୍ଷପଥରେ ପ୍ରବେଶ କରି ୧୫୦ କିଲୋମିଟର x ୧୭୭ କିଲୋମିଟର କକ୍ଷରେ ଘୂରି ବୁଲୁଛି। ISRO ଟ୍ୱିଟର (X)ରେ ମଧ୍ୟ…

ସଫଳତାର ପାହାଚ ଚଢୁଛି ଚନ୍ଦ୍ରଯାନ-3, ଇଞ୍ଜିନ କାମ ନକରିଲେ ମଧ୍ୟ ସଫ୍ଟ ଲ୍ୟାଣ୍ଡିଂ କରିବ: ଇସ୍ରୋ ଅଧ୍ୟକ୍ଷ

ନୂଆଦିଲ୍ଲୀ : ମୁନ୍ ମିଶନରେ ଆଗକୁ ବଢୁଛି ଚନ୍ଦ୍ରଯାନ । ସଫଳତାର ଗୋଟିଏ ପରେ ଗୋଟିଏ ପାହାଚ ଚଢୁଛି । ୨୩ ତାରିଖରେ ଚନ୍ଦ୍ରର ଦକ୍ଷିଣ ମେରୁରେ ଲ୍ୟାଣ୍ଡିଂ ପାଇଁ ଲକ୍ଷ୍ୟ ରହିଛି । ଏଥର ଯେକୌଣସି ପରିସ୍ଥିତିରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ ଲ୍ୟାଣ୍ଡର ବିକ୍ରମ । ଏଭଳି ବଡ଼ ବୟାନ ରଖିଛନ୍ତି…

ଚନ୍ଦ୍ର କକ୍ଷରେ ଚନ୍ଦ୍ରଯାନ-୩, ସଫଳତାର ସହ ଚନ୍ଦ୍ର କକ୍ଷପଥରେ ପ୍ରବେଶ କରିଛି

ଚନ୍ଦ୍ର କକ୍ଷରେ ଚନ୍ଦ୍ରଯାନ-୩ । ସଫଳତାର ସହ ଚନ୍ଦ୍ର କକ୍ଷପଥରେ ପ୍ରବେଶ କରିଛି । ସନ୍ଧ୍ୟା ୭ଟା ୧୫ ମିନିଟରେ ଲୁନାର ଅର୍ବିଟ୍‌ ଇନ୍‌ଜେକ୍ସନ ପ୍ରକ୍ରିୟାକୁ ସଫଳତାର ସହ ଶେଷ କରିଛି ଇସ୍ରୋ। ଆସନ୍ତାକାଲି ରାତି ପ୍ରାୟ ୧୧ଟାରେ ଚନ୍ଦ୍ରର କକ୍ଷପଥର ସଙ୍କୋଚନ କରିବ ଚନ୍ଦ୍ରଯାନ-୩। ଏହା ପରେ ବି…

ଜହ୍ନର ଆହୁରି ନିକଟତର ହେବ ଚନ୍ଦ୍ରଯାନ: ଆଜି ସଂଧ୍ୟା ୭ଟାରେ ଛୁଇଁବ କକ୍ଷପଥ

ନୂଆଦିଲ୍ଲୀ : ମୁନ୍‌ ମିଶନରେ ଆଜି ଗୁରୁତ୍ୱପୂର୍ଣ୍ଣ ଦିନ । ଜହ୍ନ ରାଇଜର ଆହୁରି ନିକଟତର ହେବ ଚନ୍ଦ୍ରଯାନ । ଆଜି ଚନ୍ଦ୍ର କକ୍ଷପଥରେ ପହଞ୍ଚିବ ଚନ୍ଦ୍ରଯାନ-୩ । ସଂଧ୍ୟା ୭ଟା ବେଳକୁ ଏହା ଚନ୍ଦ୍ର କକ୍ଷପଥରେ ପ୍ରବେଶ କରିବ । ବର୍ତ୍ତମାନ ସୁଦ୍ଧା ଚନ୍ଦ୍ରଯାନ ତାର ଦୁଇ ତୃତୀୟାଂଶ ଦୂରତା ଅତିକ୍ରମ…

ପୃଥିବୀ ଛାଡ଼ି ଚନ୍ଦ୍ରକୁ ଯାତ୍ରା ଆରମ୍ଭ କରିଛି ଚନ୍ଦ୍ରଯାନ-୩, ଅଗଷ୍ଟ ୫ରେ କକ୍ଷପଥରେ କରିବ ପ୍ରବେଶ

ନୂଆଦିଲ୍ଲୀ : ପୃଥିବୀ ଛାଡ଼ି ଚନ୍ଦ୍ରକୁ ଯାତ୍ରା । ମଧ୍ୟରାତ୍ରରେ ପୃଥିବୀର କକ୍ଷପଥ ସମାପ୍ତ କରି ଚନ୍ଦ୍ର ଅଭିମୁଖେ ଯାତ୍ରା କରିଛି ଚନ୍ଦ୍ରଯାନ-୩ । ସଫଳ ହୋଇଛି ଟ୍ରାନ୍ସ ଲୁନାର ଇଞ୍ଜେକସନ୍‌ । ରାତି ୧୨ଟା ୧୫ରେ ସ୍ଲିଂସଟ୍‌ କରାଯାଇଥିଲା । ଏହା ସଫଳ ହୋଇଥିବା ନେଇ ଇସ୍ରୋ ଟ୍ଵିଟ୍‌ କରି ସୂଚନା…

ସଫଳତାର ପାଦେ ଆଗକୁ ବଢିଲା ଚନ୍ଦ୍ରଯାନ, ୪ର୍ଥ କକ୍ଷରେ ପ୍ରବେଶ କଲା ଚନ୍ଦ୍ରଯାନ-୩

ଚନ୍ଦ୍ର ନିକଟକୁ ଆହୁରି ପାଦେ ଆଗକୁ ବଢିଲା ଚନ୍ଦ୍ରଯାନ-୩। ୪ର୍ଥ କକ୍ଷରେ ପ୍ରବେଶ କଲା ଚନ୍ଦ୍ରଯାନ-୩ । ଏହାର ଚତୁର୍ଥ ଅର୍ବିଟ ରେଜିଂ ମାନ୍ୟୁଭର ସଫଳତାପୂର୍ବକ ସଂପନ୍ନ ହୋଇଛି । ପରବର୍ତ୍ତୀ କକ୍ଷରେ ଏହା ଜୁଲାଇ ୨୫ ତାରିଖ ଦିନ ୨ଟାରୁ ୩ଟା ମଧ୍ୟରେ ପ୍ରବେଶ କରିବ। ୧୪ତାରିଖ ଦିନ ୨ଟା…

ଏବେ କୋଉଠି ପହଁଚିଛି ଚନ୍ଦ୍ରଯାନ ୩, ଜାଣନ୍ତୁ ଏହାକୁ ପ୍ରସ୍ତୁତ କରିବାକୁ କଣ ରହିଛି ଓଡିଆ ପୁଅ ଶୁଭାଶିଷଙ୍କ ଭୂମିକା

ଭାରତର ତୃତୀୟ ଚନ୍ଦ୍ର ମିଶନ ଚନ୍ଦ୍ରଯାନ ୩ ଆଗକୁ ଆଗକୁ ଅଗ୍ରସର କରୁଛି । ଶୁକ୍ରବାର ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନ ଅନ୍ତରୀକ୍ଷ କେନ୍ଦ୍ରରୁ ଚନ୍ଦ୍ରଯାନର ସଫଳ ପ୍ରକ୍ଷେପଣ କରାଯାଇଛି । ଏବେ ଏହା ପୃଥିବୀର କକ୍ଷରେ ରହିଛି ଓ ଧୀରେ ଧୀରେ ଚନ୍ଦ୍ର ଆଡକୁ ଗତି କରୁଛି । ତେବେ…