Below header

ପ୍ରକାଶ ପାଇଲା ଓଟିଇଟି ରେଜଲ୍ଟ, ୱେବସାଇଟରେ ଉପଲବ୍ଧ ହେଉଛି ଫଳ

ପରୀକ୍ଷାର୍ଥୀ ମାନେ ନିଜର ରୋଲ ନମ୍ବର ଓ ମୋବାଇଲ ନମ୍ବର ଦେଇ ରେଜଲ୍ଟ ଦେଖି ପାରିବେ। ପରୀକ୍ଷାର ମାର୍କ ମଧ୍ୟ ୱେବସାଇଟରେ ଉପଲବ୍ଧ।

କଟକ(କେନ୍ୟୁଜ୍):  ଓଡିଶା ଟିଚର ଇଲିଜିବିଲିଟି ଟେଷ୍ଟ-ଓଟିଇଟି ପରୀକ୍ଷା ଫଳ ପ୍ରକାଶିତ। ମାଧ୍ୟମିକ ଶିକ୍ଷା ପରିଷଦ ୱେବସାଇଟରେ ଉପଲବ୍ଧ ହେଉଛି ଫଳ। www.bseodisha.ac.in ୱେବସାଇଟରେ ରେଜଲ୍ଟ ଉପଲବ୍ଧ। ପରୀକ୍ଷାର୍ଥୀ ମାନେ ନିଜର ରୋଲ ନମ୍ବର ଓ ମୋବାଇଲ ନମ୍ବର ଦେଇ ରେଜଲ୍ଟ ଦେଖି ପାରିବେ। ପରୀକ୍ଷାର ମାର୍କ ମଧ୍ୟ ୱେବସାଇଟରେ ଉପଲବ୍ଧ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.