Below header

ଇନ୍‌ଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମଲା, ମହିଳା ଥାନାରେ OTV ଇନ୍‌ପୁଟ ହେଡ୍

ଭୁବନେଶ୍ବର: ଇନ୍‌ଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମଲା, ମହିଳା ଥାନାରେ OTV ଇନ୍‌ପୁଟ ହେଡ୍, ପୀଡ଼ିତାଙ୍କ ମାଆଙ୍କ ଅଭିଯୋଗକୁ ନେଇ ପଚରାଉଚରା କରୁଛି ମହିଳା ଥାନା।

ପୀଡିତାଙ୍କ ବୟାନ ଆଧାରରେ ୬ ଅଭିଯୁକ୍ତଙ୍କୁ ଗିରଫ ନିର୍ଦ୍ଦେଶ ଦେଇଥିଲେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ । ଏହାସହ ଭୁବନେଶ୍ୱର ଡିସିପିଙ୍କୁ ଆକ୍ସନ ଟେକେନ ରିପୋର୍ଟ ଦାଖଲ ନିର୍ଦ୍ଦେଶ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.