Browsing Tag

OTV rape case

ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ମାମଲା, ଆଜି ହାଇକୋର୍ଟରେ ହାଜର ହେବେ କ୍ରାଇମବ୍ରାଞ୍ଚ ଏଡିଜି

ଭୁବନେଶ୍ୱର: ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ମାମଲାରେ ଆଜି ହାଇକୋର୍ଟରେ ହାଜର ହେବେ କ୍ରାଇମବ୍ରାଞ୍ଚ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ । ଭିଡିଓ କନଫରେନ୍ସିଂ ଜରିଆରେ କ୍ରାଇମବ୍ରାଞ୍ଚ ଏଡିଜି ହାଜର ହେବେ । ନଭେମ୍ବର ୧୮ ତାରିଖରେ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ । ମାମଲାର ଅଗ୍ରଗତି ନେଇ…

ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ଘଟଣାରେ ଜେଲ୍ ଗଲେ ୪ ଅଭିଯୁକ୍ତ, ଆସନ୍ତାକାଲି ହାଇକୋର୍ଟରେ ମାମଲାର ଶୁଣାଣି

ଭୁବନେଶ୍ବର: ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମଲାରେ ଜେଲ ଗଲେ ୪ ଅଭିଯୁକ୍ତ । ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇଛନ୍ତି କୋର୍ଟ । ଗିରଫ ଅଭିଯୁକ୍ତଙ୍କ ଭିତରେ ଅଛନ୍ତି ଓଟିଭିର ଦୁଇ ଜଣ କର୍ମଚାରୀ ଓ ଦୁଇ ଜଣ ସିକ୍ୟୁରିଟି ଗାର୍ଡ ।…

ଭୁବନେଶ୍ୱର ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମଲା, ୪ ଜଣଙ୍କୁ ଉଠାଇନେଲା କ୍ରାଇମ୍‌ବ୍ରାଞ୍ଚ

ଭୁବନେଶ୍ୱର : ଭୁବନେଶ୍ୱର ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମଲାରେ ୪ ଜଣଙ୍କୁ ଉଠାଇନେଲା କ୍ରାଇମ୍‌ବ୍ରାଞ୍ଚ। କଟକ କ୍ରାଇମ୍‌ବ୍ରାଞ୍ଚ କାର୍ଯ୍ୟାଳୟରେ ତାଙ୍କୁ ପଚରାଉଚରା କରାଯାଉଛି। ଗତକାଲି ରାତିରୁ ୪ଜଣଙ୍କୁ ଟକ ରଖାଯାଇଥିବା ସୂଚନା ମିଳିଛି। ହେପାଜତରେ ଅଛନ୍ତି FIRରେ ନାଁ ଥିବା ୪ ଜଣ।…

ଭୁବନେଶ୍ୱର ଇନଫୋସିଟି ନାବାଳିକା ଦୁଷ୍କର୍ମ ଘଟଣା, ଓଟିଭି ଏମଡିଙ୍କ ଆବେଦନକୁ ଖାରଜ କଲେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା…

ଭୁବନେଶ୍ୱର: ଭୁବନେଶ୍ୱର ଇନଫୋସିଟି ନାବାଳିକା ଦୁଷ୍କର୍ମ ଘଟଣାରେ ଓଟିଭି ଏମଡିଙ୍କ ଆବେଦନକୁ ଖାରଜ କଲେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ । କୋର୍ଟରେ ମାମଲା ଥିବାରୁ ଶୁଣାଣି ନ କରିବାକୁ ଆବେଦନ କରିଥିଲେ ଓଟିଭି ଏମଡି ଜଗି ମଙ୍ଗତ ପଣ୍ଡା । ଆସନ୍ତା ୨ ତାରିଖରେ ପରବର୍ତ୍ତୀ ଶୁଣାଣି ହେବ ।…

ଇନ୍‌ଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମଲା: ତଦନ୍ତର ସ୍ଥିତି ସମ୍ପର୍କରେ ରିପୋର୍ଟ ଦେବାକୁ କ୍ରାଇମ୍‌ବ୍ରାଞ୍ଚକୁ…

ଭୁବନେଶ୍ଵର: ହାଇକୋର୍ଟରେ ଭୁବନେଶ୍ଵର ନାବାଳିକା ତଦନ୍ତର ସ୍ଥିତି ଓ ଅଗ୍ରଗତି ସମ୍ପର୍କରେ ରିପୋର୍ଟ ଦେବାକୁ କ୍ରାଇମବ୍ରାଞ୍ଚକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ନଭେମ୍ବର ୯ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ ହୋଇଛି। ଗଣଦୁଷ୍କର୍ମ ମାମଲାର ପୂର୍ବରୁ ରାଜ୍ୟ…

ଭୁବନେଶ୍ଵର ନାବାଳିକା ଗଣଦୁଷ୍କର୍ମ ମାମଲା, ଆଜି ହାଇକୋର୍ଟରେ ହେବ ଶୁଣାଣି

ଭୁବନେଶ୍ଵର: ଭୁବନେଶ୍ଵର ନାବାଳିକା ଗଣଦୁଷ୍କର୍ମ ମାମଲାର ଆଜି ହାଇକୋର୍ଟରେ ହେବ ଶୁଣାଣି । ଗତ ସୋମବାର ଦିନ ରାଜ୍ୟ ସରକାରଙ୍କ ପକ୍ଷରୁ ହାଇକୋର୍ଟରେ ଜବାବ ଦାଖଲ କରାଯାଇଛି । ଅକ୍ଟୋବର ୬ ତାରିଖ ଠାରୁ ଏହି ମାମଲା ଓଡିଶା କ୍ରାଇମବ୍ରାଞ୍ଚ ତଦନ୍ତ କରୁଥିବା ହାଇକୋର୍ଟଙ୍କୁ ଅବଗତ କରାଯାଇଛି ।…

ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମଲା: ମହିଳା କମିସନରେ ଓଟିଭି ଏମଡି ଜଗି ମଙ୍ଗତ ପଣ୍ଡାଙ୍କ ପ୍ରତିନିଧି ହାଜର

ଭୁବନେଶ୍ବର: ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମଲାରେ ମହିଳା କମିସନରେ ହାଜର ହେଲା ଓଟିଭି। ଓଟିଭି ଏମଡି ଜଗି ମଙ୍ଗତ ପଣ୍ଡାଙ୍କ ପ୍ରତିନିଧି ମହିଳା କମିସନ ଅଧ୍ୟକ୍ଷାଙ୍କ ନିକଟରେ ହାଜର ହୋଇଛନ୍ତି। ଏହା ସହ ଜଗି ପଣ୍ଡାଙ୍କ ଓକିଲ ଓ ପିଆରଓ ମଧ୍ୟ ହାଜର ହୋଇଛନ୍ତି। ପୂର୍ବରୁ ସେପ୍ଟେମ୍ବର…

ଓଟିଭି MDଙ୍କ ବଢିଲା ଅଡୁଆ, ଗଣଦୁଷ୍କର୍ମ ଘଟଣାର ତଥ୍ୟ ଲୁଚାଉଥିବାର ମହିଳା ଥାନାରେ ଅଭିଯୋଗ କଲା ଷ୍ଟେଟ…

କେନ୍ୟୁଜ୍(ବ୍ୟୁରେ):  ଇନ୍‌ଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମଲାରେ OTV ଏଚ୍‌ଆର ମୁଖ୍ୟଙ୍କୁ ପଚରାଉଚରା । ମହିଳା ଥାନାରେ ପଚରାଉଚରା କରାଯାଇଛି । ପୂର୍ବାହ୍ନ ୧୧ଟା ୪୦ରେ ସେ ହଜାର ହୋଇଥିଲେ । ଥାନାରେ ହାଜର ହେବାକୁ ତାଙ୍କୁ ପୂର୍ବରୁ ନୋଟିସ୍‌ ଦେଇଥିଲା ମହିଳା ଥାନା ପୋଲିସ । ପୀଡ଼ିତା…

ଇନ୍‌ଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମଲା, ମହିଳା ଥାନାରେ OTV ଇନ୍‌ପୁଟ ହେଡ୍

ଭୁବନେଶ୍ବର: ଇନ୍‌ଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମଲା, ମହିଳା ଥାନାରେ OTV ଇନ୍‌ପୁଟ ହେଡ୍, ପୀଡ଼ିତାଙ୍କ ମାଆଙ୍କ ଅଭିଯୋଗକୁ ନେଇ ପଚରାଉଚରା କରୁଛି ମହିଳା ଥାନା। ପୀଡିତାଙ୍କ ବୟାନ ଆଧାରରେ ୬ ଅଭିଯୁକ୍ତଙ୍କୁ ଗିରଫ ନିର୍ଦ୍ଦେଶ ଦେଇଥିଲେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ । ଏହାସହ…