କରୋନାର ତୃତୀୟ ଲହରକୁ ମୁକାବିଲା କରିବା ପାଇଁ ଖୋଲିଲା ଅକ୍ସିଜେନ୍‌ କନ୍ସେଣ୍ଟ୍ରେଟର ବ୍ୟାଙ୍କ

ଭୁବନେଶ୍ୱର(କେନ୍ଯୁଜ୍): ଖୋଲିଲା ଅକ୍ସିଜେନ୍‌ କନ୍ସେଣ୍ଟ୍ରେଟର ବ୍ୟାଙ୍କ । କୋଭିଡ – ୧୯ର ତୃତୀୟ ଲହରକୁ ମୁକାବିଲା କରିବା ପାଇଁ ଭୁବନେଶ୍ୱର ରେଡକ୍ରସ ଭବନରେ ଏହାକୁ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଉଦଘାଟନ କରିଛନ୍ତି ।

ଜରୁରୀକାଳୀନ ପରିସ୍ଥିତିରେ ଥିବା ରୋଗୀଙ୍କୁ ଅମ୍ଳଜାନ କନସେଣ୍ଟରେଟର ଯୋଗାଇ ଦିଆଯିବ । ପୂର୍ବରୁ ଓଡିଶା ରେଡ଼କ୍ରସ ସୋସାଇଟି ପକ୍ଷରୁ ୭୫ଟି ଅକ୍ସିଜେନ କନ୍ସେଣ୍ଟ୍ରେଟର ସ୍ୱାସ୍ଥ୍ୟ ବିଭାଗକୁ ପ୍ରଦାନ କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.