Below header

କରୋନା ପାଇଁ ଓଡିଶାରେ ପଞ୍ଚାୟତ ଉପନିର୍ବାଚନ ବାତିଲ,ସୂଚନା ଦେଲେ ନିର୍ବାଚନ କମିଶନ

କେନ୍ୟୁଜ୍(ବ୍ୟୁରୋ):  କରୋନା  ପାଇଁ ପଞ୍ଚାୟତ ଉପନିର୍ବାଚନ ବାତିଲ।  ୨୪ ମାର୍ଚ୍ଚରେ ହବାକୁ ଥିବା ୨୦ ଜିଲ୍ଲାର  ପଞ୍ଚାୟତ ଉପର୍ନିବାଚନ ବାତିଲ କରାଯାଇଛି  ବୋଲି ଇଲେକ୍ସନ କମିଶନଙ୍କ ତରଫରୁ ସୂଚନା ମିଳିଛି। ତେବେ କେବେ ଏହି ନିର୍ବାଚନ ହେବ ତାହାର ଘୋଷଣା କରାଯାଇନାହିଁ।  କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ କମିଶନ ଏହି ପଦକ୍ଷେପ ନେଇଥିବାର ଜଣା ପଡିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.