କରୋନା ନେଇ ପରିବହନ ବିଭାଗ ପକ୍ଷରୁ ଗାଇଡ୍‌ ଲାଇନ୍‌ ଜାରି, ବସ୍‌ରେ ଓଭରଲୋଡିଂ କଲେ କାର୍ଯ୍ୟାନୁଷ୍ଠାନ

କେନ୍ୟଜ୍(ବ୍ୟୁରୋ):  ବସ୍‌ରେ ଓଭରଲୋଡିଂ ମନା । କରୋନା ନେଇ ପରିବହନ ବିଭାଗ ପକ୍ଷରୁ ଗାଇଡ୍‌ ଲାଇନ୍‌ ଜାରି କରାଯାଇଛି । ଆବଶ୍ୟକଠାରୁ ଅଧିକ ଲୋକଙ୍କୁ ବସ୍‌ରେ ନେବାକୁ ବାରଣ କରାଯାଇଛି । ବସ୍‌ରେ ଯିବା ବେଳେ ବସ୍‌ ଡ୍ରାଇଭର ଓ ଯାତ୍ରୀଙ୍କ ସମେତ ସମସ୍ତେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । କର୍ମଚାରୀମାନେ ସ୍ୱଚ୍ଛତାକୁ ପ୍ରାଧାନ୍ୟ ଦେବାକୁ ପରିବହନ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି । ଏହାର ବ୍ୟତିକ୍ରମ ନଜରକୁ ଆସିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.