Below header

କୁଆଡ଼େ ଗଲେ କେନ୍ଦୁଝର ବଡ଼ହଳସ୍ଥିତ ସ୍ଥିତ ଘରୋଇ କଲେଜର ୪ ଜଣ ଛାତ୍ର ? ନିଖୋଜ ନେଇ ଥାନାର ଦ୍ୱାରସ୍ଥ ହେଲେ ଅଭିଭାବକ

୨୪ ତାରିଖ ରାତିରୁ କେଏସଇ ହାଇଅର ସେକେଣ୍ଡାରୀ ସାଇନ୍‌ସ ସ୍କୁଲର ୪ ଜଣ ପିଲା ହଷ୍ଟେଲରୁ କେଉଁ ଆଡ଼େ ଚାଲିଯାଇଛନ୍ତି । ଏନେଇ ପିଲାଙ୍କ ପରିବାରକୁ ଜଣାଇଥିଲେ କଲେଜ କର୍ତ୍ତୃପକ୍ଷ ।

କେନ୍ଦୁଝର(କେନ୍ୟୁଜ୍): କୁଆଡ଼େ ଗଲେ କେନ୍ଦୁଝର ବଡ଼ହଳସ୍ଥିତ ସ୍ଥିତ ଘରୋଇ କଲେଜର ୪ ଜଣ ଛାତ୍ର ? କେଉଁଠି ଅଛନ୍ତି ସେମାନେ ? ହଷ୍ଟେଲରୁ ଛାତ୍ର ନିଖୋଜ ନେଇ ଥାନାର ଦ୍ୱାରସ୍ଥ ହୋଇଛନ୍ତି ଅଭିଭାବକ । ଟାଉନ୍‌ ଥାନାରେ ଏତଲା ଦେଇଛନ୍ତି ପରିବାର ଲୋକ । ୨୪ ତାରିଖ ରାତିରୁ କେଏସଇ ହାଇଅର ସେକେଣ୍ଡାରୀ ସାଇନ୍‌ସ ସ୍କୁଲର ୪ ଜଣ ପିଲା ହଷ୍ଟେଲରୁ କେଉଁ ଆଡ଼େ ଚାଲିଯାଇଛନ୍ତି । ଏନେଇ ପିଲାଙ୍କ ପରିବାରକୁ ଜଣାଇଥିଲେ କଲେଜ କର୍ତ୍ତୃପକ୍ଷ । ନିଖୋଜ ଛାତ୍ରଙ୍କ ପରିବାର ଲୋକ କଲେଜରେ ପହଞ୍ଚି CCTV କାମ କରୁନଥିବା ଜାଣିବାକୁ ପାଇଥିଲେ। ଏହାପରେ ପରିବାର ଲୋକେ ଟାଉନ୍‌ ଥାନାର ଦ୍ଵାରସ୍ଥ ହୋଇଛନ୍ତି । ଏହା ପୂର୍ବରୁ KSE କଲେଜ କର୍ତ୍ତୃପକ୍ଷ ମଧ୍ୟ ଥାନାରେ ଏକ ଏତଲା ଦେଇଥିବା ଥାନାଧିକାରୀ କହିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.