Below header

ଓଲଟିଲା ଯାତ୍ରୀବାହୀ ବସ୍, ୧୫ ଜଣ ଗୁରୁତର ଆହତ

ଓଲଟିଲା ଯାତ୍ରୀବାହୀ ବସ୍ । ଦୁର୍ଘଟଣାରେ ୧୫ ଜଣ ଗୁରୁତର ଆହତ । ରେଢାଖୋଲ ୫୫ନଂ ଜାତୀୟ ରାଜପଥ ନୂଆପଡ଼ା ଛକରେ ଦୁର୍ଘଟଣା ଘଟିଛି। ବସ୍ ରେ ପ୍ରାୟ ୫୫ଜଣ ଛାତ୍ରୀ ରହିଥିବା ବେଳେ ୧୫ଜଣ ଗୁରୁତର ଆହତ ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ରେଢାଖୋଲ ମେଡିକାଲରେ ଭର୍ତ୍ତି କରାଯାଇଛି ।

ରେଢାଖୋଲ(କେନ୍ୟୁଜ): ଓଲଟିଲା ଯାତ୍ରୀବାହୀ ବସ୍ । ଦୁର୍ଘଟଣାରେ ୧୫ ଜଣ ଗୁରୁତର ଆହତ । ରେଢାଖୋଲ ୫୫ନଂ ଜାତୀୟ ରାଜପଥ ନୂଆପଡ଼ା ଛକରେ ଦୁର୍ଘଟଣା ଘଟିଛି। ବସ୍ ରେ ପ୍ରାୟ ୫୫ଜଣ ଛାତ୍ରୀ ରହିଥିବା ବେଳେ ୧୫ଜଣ ଗୁରୁତର ଆହତ ହୋଇଛନ୍ତି ।

ସମସ୍ତ ଗୁରୁତରଙ୍କୁ ରେଢାଖୋଲ ମେଡିକାଲରେ ଭର୍ତ୍ତି କରାଯାଇଛି । ଗୁରୁତରଙ୍କ ମଧ୍ୟରୁ ୫ ଜଣଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି । ଭୁବନେଶ୍ବରରୁ ସମ୍ବଲପୁର ଅଭିମୁଖେ ଯାଉଥିଲା ଯାତ୍ରୀବାହୀ ବସ୍ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.