Below header

ଢ଼େଙ୍କାନାଳ : ଦୁଇ ଡାକ୍ତରଙ୍କ ଝଗଡ଼ାରୁ ରୋଗୀ ସେବା ବ୍ୟାହତ : ଜଣେ ରୋଗୀ ମୃତ

ଢ଼େଙ୍କାନାଳ (କେନ୍ୟୁଜ୍) : ଦୁଇ ଡାକ୍ତରଙ୍କ ଝଗଡ଼ାରୁ ରୋଗୀ ସେବା ବ୍ୟାହତ ହେବା ଓ ରୋଗୀ ମୃତ୍ୟୁ ଅଭିଯୋଗ ନେଇ ଥାନାରେ ମାମଲା । ଢ଼େଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଦୁଇ ଜଣ ଡାକ୍ତରଙ୍କ ନାଁରେ ଟାଉନ୍ ଥାନାରେ ମାମଲା ରୁଜୁ ହୋଇଛି । ଏଥିପାଇଁ ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲାପାଳ । ଅଭିଯୋଗ ହୋଇଛି, ଢେଙ୍କାନାଳ ହସ୍ପିଟାଲରେ ଗୁରୁତର ରୋଗୀଙ୍କୁ ଚିକତ୍ସା ଯୋଗାଇବାରେ ବିଳମ୍ବ ହୋଇଥିଲା । ଫଳରେ ଗଁଦିଆ ବ୍ଲକ ଗୁଣ୍ଡୁରାପସି ଗାଣର ତ୍ରୈଲୋକ୍ୟ ସାହୁଙ୍କର ମୃତ୍ୟୁ ଅଭିଯୋଗ ହୋଇଥିଲା । ପ୍ରତିବାଦରେ ଲୋକ ରାଜରାସ୍ତାକୁ ଓହ୍ଲାଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.