ମାହାଙ୍ଗା : ଚୋରଙ୍କୁ ଉତ୍ତମ ମଧ୍ଯମ ଦେଲେ ଗ୍ରାମବାସୀ

ମାହାଙ୍ଗା (କେନ୍ଯୁଜ୍) : ଚୋରଙ୍କୁଉତ୍ତମ ମଧ୍ୟମ। ଚୋରୀ ବେଳେ ଧରାପଡିଲେ ଆଉ ବହେ ଛେଚା ଖାଇଲେ। କଟକ ଜିଲ୍ଲା ମାହାଙ୍ଗା ଗଉଡଗୋପ ଗାଁର ବଟ କୃଷ୍ଣ ସାମଲ ଓ ବୈରାଗୀ ସାମଲଙ୍କ ଗ୍ରୋସୋରୀ ଏବଂ ସାଇକେଲ ଦୋକାନରୁ ଗତକାଲି ରାତିରେ ୨ଜଣ ଚୋର ଚୋରୀ କରୁଥିଲେ। ଚୋରୀ କରିବାବେଳେ ଗାଁ ଲୋକଙ୍କ ହାତରେ ଧରାପଡିଥିଲେ। ଏହାପରେ ନିର୍ଦ୍ଧୁମ ଛେଚିଥିଲେ ଗାଁ ଲୋକେ । ସକାଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ ଜଣଙ୍କୁ ଥାନାରେ ଅଟକ ରଖିଥିବା ଜଣାପଡିଛି। ତେବେ ସୂଚନା ଅନୁଯାୟୀ ୪ଜଣ ଏକ ବୋଲେରୋରେ ଚୋରୀ କରିବାକୁ ଆସିଥିବାବେଳେ ଅନ୍ୟ ୨ଜଣ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.