Browsing Tag

patient death

ସାମାନ୍ୟ ଅବହେଳା ପାଇଁ ଚାଲିଗଲା ରୋଗୀର ଜୀବନ, ଡାକ୍ତରଙ୍କ ନାଁରେ ଅଭିଯୋଗ ଆଣିଲେ ସ୍ୱାମୀ

ରୋଗୀଙ୍କ ପାଇଁ ଡାକ୍ତର ହେଉଛନ୍ତି ଭଗବାନ । ନୀରିହ ସାଧାରଣ ଲୋକମାନେ ଡାକ୍ତରଙ୍କ ଉପରେ ବିଶ୍ୱାସ ରଖି ଦୂର ଦୂରାନ୍ତରରୁ ଆସି ହସ୍ପିଟାଲରେ ପହଞ୍ଚିଥାନ୍ତି । କାରଣ ସେମାନେ ଜାଣିଥାନ୍ତି ଯେ, ଡାକ୍ତର ହିଁ ସେମାନଙ୍କ ବଡ଼ ବଡ଼ ରୋଗ କୁ ଭଲ କରିପାରିବେ । କିନ୍ତୁ ଯଦି ଡାକ୍ତରମାନେ ନିଜ କାର୍ଯ୍ୟରେ…

ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ରୋଗୀ ମୃତ୍ୟୁକୁ ନେଇ ଉତ୍ତେଜନା, ଡାକ୍ତର ଅବେହେଳା କରିଥିବା ଅଭିଯୋଗ

ଯାଜପୁର ଟାଉନ୍: ରୋଗୀ ମୃତ୍ୟୁକୁ ନେଇ ଉତ୍ତେଜନା। ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରଙ୍କ ଅବେହେଳା ପାଇଁ ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏନେଇ ଡାକ୍ତରଖାନା ପରିସରରେ ଉତ୍ତେଜନା ଦେଖାଦେଇଥିଲା। ଅଭିଯୋଗ ଅନୁଯାୟୀ ଯାଜପୁର ପୌରାଞ୍ଚଳ କପିଳେଶ୍ୱର ଗାଁର ବିଷ୍ଣୁ ପଲେଇ…

ଭୁବନେଶ୍ୱର : ଅପରେସନ୍‌ ବେଳେ ଛାତ୍ରର ମୃତ୍ୟୁକୁ ନେଇ ଉତ୍ତେଜନା, ଘରୋଇ ହସପିଟାଲରେ ପୋଲିସ୍‌ ମୁତୟନ

ଭୁବନେଶ୍ୱର : ଚିକିତ୍ସା ଅବହେଳାରୁ ଛାତ୍ରର ମୃତ୍ୟୁ ଅଭିଯୋଗ । ଭୁବନେଶ୍ୱରର ନୟାପଲ୍ଲୀ ସ୍ଥିତ ଏକ ଘରୋଇ ହସପିଟାଲରେ ଏବେ ଏହାକୁ ନେଇ ଭୀଷଣ ଉତ୍ତେଜନା ଲାଗି ରହିଛି । ପୋଲିସ୍‌ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିଥିଲେ ମଧ୍ୟ ମୃତ ପିଲାର ବାପା ମା ଏବଂ ସ୍ଥାନୀୟ ବାସିନ୍ଦା ସେଠାରେ ଧାରଣାରେ…

କଟକ ଅଶ୍ୱିନୀ ହସ୍ପିଟାଲ ନାଁରେ ଗୁରୁତର ଅଭିଯୋଗ, ଚିକିତ୍ସା ଅବହେଳାରୁ ରୋଗୀଙ୍କ ମୃତ୍ୟୁ

କେନ୍ୟୁଜ ବ୍ୟୁରୋ : କଟକ ଅଶ୍ୱିନୀ ହସ୍ପିଟାଲ ନାଁରେ ଗୁରୁତର ଅଭିଯୋଗ । ଚିକିତ୍ସା ଅବହେଳାରୁ ଜଣେ ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଚିକିତ୍ସା ପାଇଁ ୨୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ଡାକ୍ତର କହିବା ପରେ ପରିବାର ପକ୍ଷରୁ ଟଙ୍କା ଯୋଗାଡ଼ କରାଯାଇଥିଲା । ହେଲେ ଡାକ୍ତରଙ୍କ…

ଚିକିତ୍ସା ଅବହେଳାରୁ ରୋଗୀଙ୍କ ମୃତ୍ୟୁକୁ ନେଇ ବୁର୍ଲା ଭିମସାରରେ ଉତ୍ତେଜନା

ସମ୍ବଲପୁର : ରୋଗୀ ମୃତ୍ୟୁକୁ ନେଇ ବୁର୍ଲା ଭିମସାରରେ ଉତ୍ତେଜନା । ଚିକିତ୍ସା ଅବହେଳାରୁ ରୋଗୀଙ୍କ ମୃତ୍ୟୁ ହୋଇଥିବା ପରିବାର ପକ୍ଷରୁ ଅଭିଯୋଗ । ରୋଗୀ ମୃତ୍ୟୁକୁ ନେଇ ବୁର୍ଲା ଭିମସାରରେ ଉତ୍ତେଜନା । ଚିକିତ୍ସା ଅବହେଳାରୁ ରୋଗୀଙ୍କ ମୃତ୍ୟୁ ହୋଇଥିବା ପରିବାର ପକ୍ଷରୁ ଅଭିଯୋଗ । ସମ୍ବଲପୁର…

ଅନୁଗୁଳ: ଚିକିତ୍ସା ଅବହେଳାରୁ ରୋଗୀ ମୃତ, ଘଟଣାକୁ ନେଇ ସ୍ବାସ୍ଥ୍ଯକେନ୍ଦ୍ର ପରିସରରେ ଉତ୍ତେଜନା

ଅନୁଗୁଳ(କେନ୍ଯୁଜ୍): ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଗୋଷ୍ଠୀ ସ୍ବାସ୍ଥ୍ଯକେନ୍ଦ୍ରରେ ଡାକ୍ତରଙ୍କ ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ନେଇ ସ୍ବାସ୍ଥ୍ଯକେନ୍ଦ୍ର ପରିସରରେ ଉତ୍ତେଜନା ଦେଖାଦେଇଛି। ସୂଚନା ମୁତାବକ ଦେବଗଡ ଜିଲ୍ଲା କୁଣ୍ଢେଇଗୋଳା ଥାନା ଖଇରପାଲି ଗ୍ରାମର ଦିଲ୍ଲୀପ କୁମାର ସାହୁଙ୍କ…

ଢେଙ୍କାନାଳ ମୀନାବଜାରର ଏକ ଘରୋଇ କ୍ଲିନିକରେ ଭୁଲ ଇଞ୍ଜେକ୍‌ସନରୁ ରୋଗୀଙ୍କ ମୃତ୍ୟୁ, ପରିବାର ପକ୍ଷରୁ ଟାଉନ ଥାନାରେ…

ଢେଙ୍କାନାଳ(କେନ୍ୟୁଜ୍): ଭୁଲ ଇଞ୍ଜେକ୍‌ସନରୁ ମୃତ୍ୟୁ ଅଭିଯୋଗ । ଢେଙ୍କାନାଳ ମୀନାବଜାରର ଏକ ଘରୋଇ କ୍ଲିନିକରେ ରୋଗୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା । ବଉଳପୁର ଗ୍ରାମର ଅମିତ କୁମାର ଜେନା ଅସୁସ୍ଥ ହୋଇପଡ଼ିବା ପରେ ତାଙ୍କୁ ଡାକ୍ତରଙ୍କ ପାଖକୁ ନେଇଥିଲେ । ଡାକ୍ତର ତାଙ୍କୁ ଇଞ୍ଜେକ୍‌ସନ ଦେଇ ଘରକୁ…

ଭଦ୍ରକ: ନଦୀରେ ବୁଡି ଯାଉଥିବା ବେଳେ ଶିଶୁୁକୁ ଉଦ୍ଧାର କଲେ ଗ୍ରାମବାସୀ, ଉପଯୁକ୍ତ ଚିକିତ୍ସା ଅଭାବରୁ ମୃତ୍ୟୁ ଅଭିଯୋଗ

ଭଦ୍ରକ : ନଦୀରେ ପଡି ବୁଡି ଯାଉଥିବା ବେଳେ ଶିଶୁକୁ ଉଦ୍ଧାର କରିଥିଲେ ଗ୍ରାମବାସୀ । ହେଲେ ଉପଯୁକ୍ତ ଚିକିତ୍ସା ଅଭାବରୁ ଶିଶୁଟିର ମୃତ୍ୟୁ ହୋଇଛି । ଭଦ୍ରକ ଧାମନଗର ଦିନାଜିପୁର ଗାଁରେ ବୁଦ୍ଧଦେବ ରାଉତଙ୍କ ୭ ବର୍ଷର ପୁଅ ସ୍କୁଲରୁ ଆସି ଖେଳୁଥିବା ବେଳେ ନଦୀତୁଠରେ ଗୋଡ ଖସି ଯାଇ ଭାସିଯାଇଥିଲେ ।…

ମିଳିଲା ନାହିଁ ଆଇସିୟୁ, ରୋଗୀ ନୁହେଁ ଚାଲିଗଲା ଷ୍ଟାଫଙ୍କ ଜୀବନ; କ୍ୟାପିଟାଲ ହସ୍ପିଟାଲରେ ଏମିତି ଚାଲିଛି ସ୍ବାସ୍ଥ୍ୟ…

ଭୁବନେଶ୍ବର(କେନ୍ୟୁଜ୍): କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା । ହସ୍ପିଟାଲରେ ରୋଗୀ ମୃତ୍ୟୁକୁ ନେଇ ଉତ୍ତେଜନା ଦେଖିବାକୁ ମିଳିଛି । ଗତକାଲି ରାତିରେ ହସ୍ପିଟାଲର ଷ୍ଟାଫ ଅନୁପମା ନାୟକଙ୍କ ହୃଦ୍‌ଘାତ ହୋଇଥିଲା । ହେଲେ ତାଙ୍କୁ ହସ୍ପିଟାଲରେ ଆଇସିୟୁ ଦିଆଯାଇନଥିବା ଅଭିଯୋଗ ହୋଇଛି । ଫଳରେ ତାଙ୍କ…

ଢ଼େଙ୍କାନାଳ : ଦୁଇ ଡାକ୍ତରଙ୍କ ଝଗଡ଼ାରୁ ରୋଗୀ ସେବା ବ୍ୟାହତ : ଜଣେ ରୋଗୀ ମୃତ

ଢ଼େଙ୍କାନାଳ (କେନ୍ୟୁଜ୍) : ଦୁଇ ଡାକ୍ତରଙ୍କ ଝଗଡ଼ାରୁ ରୋଗୀ ସେବା ବ୍ୟାହତ ହେବା ଓ ରୋଗୀ ମୃତ୍ୟୁ ଅଭିଯୋଗ ନେଇ ଥାନାରେ ମାମଲା । ଢ଼େଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଦୁଇ ଜଣ ଡାକ୍ତରଙ୍କ ନାଁରେ ଟାଉନ୍ ଥାନାରେ ମାମଲା ରୁଜୁ ହୋଇଛି । ଏଥିପାଇଁ ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲାପାଳ । ଅଭିଯୋଗ…

କନ୍ଧମାଳ : ରାସ୍ତା ନଥିବା ଏବଂ ଆମ୍ବୁଲାନ୍ସ ନଆସିବା କାରଣରୁ ମୃତ୍ୟୁ ଅଭିଯୋଗ

କନ୍ଧମାଳ (କେନ୍ୟୁଜ୍) : ରାସ୍ତା ନଥିବା ଏବଂ ଆମ୍ବୁଲାନ୍ସ ନଆସିବା କାରଣରୁ ମୃତ୍ୟୁ ଅଭିଯୋଗ । ମୃତକ ହେଲେ କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଳକ ପରମପାଙ୍ଗା ପଞ୍ଚାୟତ ପାଙ୍ଗୁରିମିଲା ଗାଁର ଡହେ ମଲ୍ଲିକ ବିଲକାମ ସାରି ସିଙ୍ଗୁରପାଲି ନଦୀ ପାର ହୋଇ ଆସିବା ସମୟରେ ଭାସିଯାଇଥିଲେ। ଉଦ୍ଧାର କରି…