Below header

ମିଳିଲା ନାହିଁ ଆଇସିୟୁ, ରୋଗୀ ନୁହେଁ ଚାଲିଗଲା ଷ୍ଟାଫଙ୍କ ଜୀବନ; କ୍ୟାପିଟାଲ ହସ୍ପିଟାଲରେ ଏମିତି ଚାଲିଛି ସ୍ବାସ୍ଥ୍ୟ ସେବା

ଭୁବନେଶ୍ବର(କେନ୍ୟୁଜ୍): କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା । ହସ୍ପିଟାଲରେ ରୋଗୀ ମୃତ୍ୟୁକୁ ନେଇ ଉତ୍ତେଜନା ଦେଖିବାକୁ ମିଳିଛି । ଗତକାଲି ରାତିରେ ହସ୍ପିଟାଲର ଷ୍ଟାଫ ଅନୁପମା ନାୟକଙ୍କ ହୃଦ୍‌ଘାତ ହୋଇଥିଲା । ହେଲେ ତାଙ୍କୁ ହସ୍ପିଟାଲରେ ଆଇସିୟୁ ଦିଆଯାଇନଥିବା ଅଭିଯୋଗ ହୋଇଛି । ଫଳରେ ତାଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏହାର ପ୍ରତିବାଦ କରି ହସ୍ପିଟାଲ ଷ୍ଟାଫ ଓ ପରିବାର ଲୋକେ ଧାରଣାରେ ବସିଛନ୍ତି । ମେଡିକାଲ ସୁପରିଟେଣ୍ଡେଣ୍ଟଙ୍କ କାର୍ଯ୍ୟାଳୟ ଆଗରେ ମୃତଦେହ ରଖି ଧାରଣା ଦିଆଯାଇଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.