Below header

ଚିକିତ୍ସା ଅବହେଳାରୁ ରୋଗୀଙ୍କ ମୃତ୍ୟୁକୁ ନେଇ ବୁର୍ଲା ଭିମସାରରେ ଉତ୍ତେଜନା

ସମ୍ବଲପୁର : ରୋଗୀ ମୃତ୍ୟୁକୁ ନେଇ ବୁର୍ଲା ଭିମସାରରେ ଉତ୍ତେଜନା । ଚିକିତ୍ସା ଅବହେଳାରୁ ରୋଗୀଙ୍କ ମୃତ୍ୟୁ ହୋଇଥିବା ପରିବାର ପକ୍ଷରୁ ଅଭିଯୋଗ । ରୋଗୀ ମୃତ୍ୟୁକୁ ନେଇ ବୁର୍ଲା ଭିମସାରରେ ଉତ୍ତେଜନା । ଚିକିତ୍ସା ଅବହେଳାରୁ ରୋଗୀଙ୍କ ମୃତ୍ୟୁ ହୋଇଥିବା ପରିବାର ପକ୍ଷରୁ ଅଭିଯୋଗ । ସମ୍ବଲପୁର ମୋଡିପଡା ଆମ୍ବେଦକର ନଗର ଅଞ୍ଚଳର ଜଣେ ମହିଳା ମେଡିସିନ ଓ୍ଵାର୍ଡରେ ଚିକିତ୍ସିତ ହେଉଥିଲେ ।

ଗତକାଲି ମହିଳାଙ୍କ ଅବସ୍ଥା ଅଧିକ ଗୁରୁତର ହେବାରୁ ପରିବାର ଲୋକେ ଡାକ୍ତର ଓ ନର୍ସଙ୍କୁ ଡାକ୍ତରଙ୍କୁ ଡାକିଥିଲେ । ହେଲେ ଦୀର୍ଘ ସମୟ ପର୍ଯ୍ୟନ୍ତ ଡାକ୍ତର କି ନର୍ସଙ୍କ ଦେଖା ନଥିଲା । ଫଳରେ ଚିକିତ୍ସା ଅଭାବରୁ ଗୁରୁତର ମହିଳାଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଘଟଣା ସ୍ଥଳରେ ଭିମସାର ମେଡିକାଲ ଫାଣ୍ଡି ଅଧିକାରୀ ପହଞ୍ଚି ମୃତକଙ୍କ ପରିବାରକୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.