ନବରଙ୍ଗପୁର : ଗୁମଣ୍ଡଳୀ ଗାଁରେ ନାବାଳିକା ଗଣଦୁଷ୍କର୍ମ ଓ ହତ୍ୟା ଘଟଣା ପ୍ରତିବାଦରେ ଜିଲ୍ଲା ବନ୍ଦ

ନବରଙ୍ଗପୁର (କେନ୍ୟୁଜ୍) : କୋଗାଗୁମୁଡା ବ୍ଲକ ଗୁମଣ୍ଡଳୀ ଗାଁରେ ନାବାଳିକା ଗଣଦୁଷ୍କର୍ମ ଓ ହତ୍ୟା ଘଟଣା ପ୍ରତିବାଦରେ ଜିଲ୍ଲା ବନ୍ଦ । କଂଗ୍ରେସ କର୍ମୀମାନେ ସକାଳୁ ସକାଳୁ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି । ନବରଙ୍ଗପୁର ଗୁମୁରିଆଗୁଡ଼ା ଛକରେ ବହୁ ଯାତ୍ରୀବାହୀ ବସ୍‌ ସହ ଟ୍ରକ୍‌ ମଧ୍ୟ ଅଟକି ରହିଛି । କୋରାପୁଟ ଏବଂ କଳାହାଣ୍ଡି ଜିଲ୍ଲାକୁ ଯାତାୟତ ଠପ୍‌ ହୋଇଯାଇଛି । ଗତ ୧୪ ତାରିଖ ଦିନ ଏହି ଘଟଣା ଘଟିଥିଲା । ଘଟଣାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିଛି କଂଗ୍ରେସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.