Below header

ଅସନ୍ତୁଷ୍ଟ ସରକାରୀ ଫିଜିକାଲ ଏଜୁକେସନ କଲେଜ ଛାତ୍ର-ଛାତ୍ରୀ, କଳିଙ୍ଗ ଷ୍ଟାଡିୟମ କ୍ୟାମ୍ପସ ଭିତରେ ଧାରଣା

ଭୁବନେଶ୍ବର(କେନ୍ୟୁଜ୍): ଅସନ୍ତୁଷ୍ଟ ସରକାରୀ ଫିଜିକାଲ ଏଜୁକେସନ କଲେଜ ଛାତ୍ରଛାତ୍ରୀ । କଳିଙ୍ଗ ଷ୍ଟାଡିୟମ କ୍ୟାମ୍ପସ ଭିତରେ ଧାରଣାରେ ବସିଛନ୍ତି । ଷ୍ଟାଡିୟମ କ୍ୟାମ୍ପସ ଭିତରେ ଥିବା କଲେଜ ପରିସରରେ ଧାରଣାରେ ବସିଛନ୍ତି । ଧାରଣାରେ ବସିବା ସହ ପ୍ରିନ୍ସପାଲ ଓ ଅନ୍ୟ ଷ୍ଟାଫଙ୍କୁ ଅଟକ ରଖିଛନ୍ତି । ସ୍ଥାୟୀ କଲେଜ ସହ ହଷ୍ଟେଲ କାମ ଶୀଘ୍ର ଆରମ୍ଭ କରିବାକୁ ଛାତ୍ରମାନେ ଦାବି କରିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.