Below header

ଭାରସାମ୍ୟ ହରାଇ ଓଲଟିଲା ପିକଅପ ଭ୍ୟାନ, ୨ ଦଣ୍ଡୁଆ ମୃତ; ୧୫ ଗୁରୁତର

ଦୁର୍ଘଟଣାରେ ୨ ଦଣ୍ଡୁଆ ମୃତ, ୧୫ ଗୁରୁତର । ଗଂଜାମ ଜିଲ୍ଲା ହିଞ୍ଜିଳି ଥାନା ସୋମପୁର ଛକ ନିକଟରେ ଦଣ୍ଡୁଆକୁ ନେଇ ଯାଉଥିବା ପିକ୍ ଅପ ଭ୍ୟାନ ଦୁର୍ଘଟଣା ଘଟିଛି । ସେଥିମଧ୍ୟରୁ ୨ ଜଣ ଦଣ୍ଡୁଆଙ୍କ ମୃତ୍ୟୁ ହୋଇଛି। ଅନ୍ୟ ୭ ଜଣଙ୍କ ଅବସ୍ଥା ଅଧିକ ଗୁରୁତର ଥିବାରୁ ସେମାନଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି ।

ହିଞ୍ଜିଳିକାଟୁ (କେନ୍ୟୁଜ): ଦୁର୍ଘଟଣାରେ ୨ ଦଣ୍ଡୁଆ ମୃତ, ୧୫ ଗୁରୁତର ।  ଗଂଜାମ ଜିଲ୍ଲା ହିଞ୍ଜିଳି ଥାନା ସୋମପୁର ଛକ ନିକଟରେ ଦଣ୍ଡୁଆକୁ ନେଇ ଯାଉଥିବା ପିକ୍ ଅପ ଭ୍ୟାନ ଦୁର୍ଘଟଣା ଘଟିଛି ।  ଦହିମୁଣ୍ଡି ଗ୍ରାମର ଦଣ୍ଡୁଆମାନେ ବ୍ରହ୍ମପୁରରୁ କ୍ଷେତ୍ରୀୟ ବ୍ରହ୍ମପୁରକୁ ଦୁଇଟି ପିକଅପ ଭ୍ୟାନରେ ଆସୁଥିବା ସମୟରେ ଗୋଟିଏ ପିକଅପ ଭ୍ୟାନ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା ।  ପିକଅପ ଭ୍ୟାନରେ ଡ୍ରାଇଭର ସହ ମୋଟ୨୨ ଜଣ ଥିଲେ । ସେଥିମଧ୍ୟରୁ ୨ ଜଣ ଦଣ୍ଡୁଆଙ୍କ ମୃତ୍ୟୁ ହୋଇଛି ।  ଅନ୍ୟ ୭ ଜଣଙ୍କ ଅବସ୍ଥା ଅଧିକ ଗୁରୁତର ଥିବାରୁ ସେମାନଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.